Advertisment

ଅମିତ ଶାହଙ୍କୁ ଆଜି ଦିଲ୍ଲୀରେ ଭେଟିବେ ବିଭିନ୍ନ ରାଜ୍ୟର ପଦାଧିକାରୀ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଦିଲ୍ଲୀରେ ଭେଟିବେ ବିଭିନ୍ନ ରାଜ୍ୟର ପଦାଧିକାରୀ। ଓଡିଶାରୁ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅମିତ ଶାହଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଅଗଷ୍ଟ ୧୮ ଓ ୧୯ରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେହିପରି ଓଡିଶା ଗସ୍ତ ସମୟରେ ଅମିତ ଶାହ ରାଜ୍ୟ ପଦାଧିକାରୀଙ୍କୁ ଦେଇଥିବା ଟାସ୍କର ମଧ୍ୟ ହିସାବ ମାଗିପାରନ୍ତି। ବୁଥ୍ ସ୍ତରରେ ବିଜେପି କିପରି କାର୍ଯ୍ୟ କରୁଛି, […]

ଅମିତ ଶାହଙ୍କୁ ଆଜି ଦିଲ୍ଲୀରେ ଭେଟିବେ ବିଭିନ୍ନ ରାଜ୍ୟର ପଦାଧିକାରୀ

amit shah

Advertisment

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଦିଲ୍ଲୀରେ ଭେଟିବେ ବିଭିନ୍ନ ରାଜ୍ୟର ପଦାଧିକାରୀ। ଓଡିଶାରୁ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅମିତ ଶାହଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଅଗଷ୍ଟ ୧୮ ଓ ୧୯ରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।

Advertisment

ସେହିପରି ଓଡିଶା ଗସ୍ତ ସମୟରେ ଅମିତ ଶାହ ରାଜ୍ୟ ପଦାଧିକାରୀଙ୍କୁ ଦେଇଥିବା ଟାସ୍କର ମଧ୍ୟ ହିସାବ ମାଗିପାରନ୍ତି। ବୁଥ୍ ସ୍ତରରେ ବିଜେପି କିପରି କାର୍ଯ୍ୟ କରୁଛି, ସେନେଇ ମଧ୍ୟ ଆଲୋଚନା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ