Advertisment

ଖୋଲା ଆକାଶ ତଳେ କଟୁଛି ଲୋକଙ୍କ ଜୀବନ

କଟକ : ଝଡ ବାତ୍ୟା ଫୋନିର ପ୍ରଭାବରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଆଗ୍ରାହାଟ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ ଚାଳ ଛପର ଉଡିଯାଇଥିବା ବେଳେ ଏବେ ଖୋଲା ଆକାଶ ତଳେ ଲୋକେ ରହିଛନ୍ତି। ଭରାଣ୍ଡି ଗ୍ରାମରେ ଭୋକ ଉପାସରେ ରହିଛନ୍ତି। ବାତ୍ୟା ପ୍ରଭାବିତଙ୍କୁ ଆଶ୍ରୟସ୍ଥଳକୁ ବି ନିଆଯାଇନାହିଁ। ରନ୍ଧା ଖାଦ୍ୟତ ଦୂରରେ ଥାଉ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିନଥିବା ଲୋକେ ଅଭିଯୋଗ କରିଛନ୍ତି।

ଖୋଲା ଆକାଶ ତଳେ କଟୁଛି ଲୋକଙ୍କ ଜୀବନ

khola akash

Advertisment

କଟକ : ଝଡ ବାତ୍ୟା ଫୋନିର ପ୍ରଭାବରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଆଗ୍ରାହାଟ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ ଚାଳ ଛପର ଉଡିଯାଇଥିବା ବେଳେ ଏବେ ଖୋଲା ଆକାଶ ତଳେ ଲୋକେ ରହିଛନ୍ତି।

Advertisment

ଭରାଣ୍ଡି ଗ୍ରାମରେ ଭୋକ ଉପାସରେ ରହିଛନ୍ତି। ବାତ୍ୟା ପ୍ରଭାବିତଙ୍କୁ ଆଶ୍ରୟସ୍ଥଳକୁ ବି ନିଆଯାଇନାହିଁ। ରନ୍ଧା ଖାଦ୍ୟତ ଦୂରରେ ଥାଉ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିନଥିବା ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ