Advertisment

ଘରେ ପଶି ଆକ୍ରମଣ, ୨ ଭାଇ ମୃତ

ସମ୍ବଲପୁର: ସମ୍ବଲପୁର ବୁର୍ଲାର ସେଣ୍ଟ୍ରାଲ୍‌ ଲାଇନ୍‌ ଅଞ୍ଚଳରେ ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସେଣ୍ଟ୍ରାଲ୍‌ ଲାଇନ୍‌ ଅଞ୍ଚଳରେ ଥିବା ଜଣକ ଘରକୁ ଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପରିବାରର ସଦସ୍ୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାରେ […]

ଘରେ ପଶି ଆକ୍ରମଣ, ୨ ଭାଇ ମୃତ

attack 1

Advertisment

ସମ୍ବଲପୁର: ସମ୍ବଲପୁର ବୁର୍ଲାର ସେଣ୍ଟ୍ରାଲ୍‌ ଲାଇନ୍‌ ଅଞ୍ଚଳରେ ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସେଣ୍ଟ୍ରାଲ୍‌ ଲାଇନ୍‌ ଅଞ୍ଚଳରେ ଥିବା ଜଣକ ଘରକୁ ଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପରିବାରର ସଦସ୍ୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ, ଏହି ଘଟଣାରେ ବୁର୍ଲା ପୋଲିସ୍ ୪ ଜଣଙ୍କୁ ଅଟକ ରଖିଛି। କାହିଁକି ଦୁର୍ବୃତ୍ତମାନେ ପରିବାର ‌ଉପରକୁ ଏମିତି ସଂଘବଦ୍ଧ ଆକ୍ରମଣ କଳେ, ତାହାର କାରଣ ଜଣାପଡ଼ିନାହିଁ। ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ