tourist bus
Advertisment
ଭୁବନେଶ୍ୱର: ରାଜଧାନୀରେ ଜଳିଗଲା ଟୁରିଷ୍ଟ ବସ୍। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏଭଳି ଘଟଣା ଘଟିଛି।
Advertisment
ଗତକାଲି ରାତିରେ ପାର୍କିଂ କରାଯାଇଥିବା ବେଳେ ନିଆଁ ଲାଗି ଥିବାର ସୂଚନା ମିଳିଛି। ବସଟି ଜଳିବା ସମୟରେ କୌଣସି ଯାତ୍ରୀ କିମ୍ବା ଡ୍ରାଇଭର ନଥିଲେ।
ବସଟିକୁ ଜାଳି ଦେଇଥିବାର ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ, ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
Advertisment