Advertisment

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଫିଟିବ କି ରହସ୍ୟ !

ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା।  ଏହି ଘଟଣାରେ ଜଣେ ଅଧ୍ୟାପକଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍। ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଆଜି ସକାଳୁ ମେହେରପଡ଼ାସ୍ଥିତ ଘରୁ ଅଧ୍ୟାପକ ପୁଞ୍ଜିଲାଲଙ୍କୁ ଉଠାଇ ଆଣି ପଚାରାଉଚରା କରୁଛି ତଦନ୍ତକାରୀ ଟିମ୍। ଅଧ୍ୟାପକଙ୍କ ସହ ଆଉ ୩ରୁ ୪ଜଣଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରୁଥିବା ନେଇ ସୂଚନା ମିଳିଛି। ଗତ ଫେବୃୟାରୀ […]

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଫିଟିବ କି ରହସ୍ୟ !

parcel bomb blast

Advertisment

ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା।  ଏହି ଘଟଣାରେ ଜଣେ ଅଧ୍ୟାପକଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍। ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ଟିମ୍।

Advertisment

ଆଜି ସକାଳୁ ମେହେରପଡ଼ାସ୍ଥିତ ଘରୁ ଅଧ୍ୟାପକ ପୁଞ୍ଜିଲାଲଙ୍କୁ ଉଠାଇ ଆଣି ପଚାରାଉଚରା କରୁଛି ତଦନ୍ତକାରୀ ଟିମ୍। ଅଧ୍ୟାପକଙ୍କ ସହ ଆଉ ୩ରୁ ୪ଜଣଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରୁଥିବା ନେଇ ସୂଚନା ମିଳିଛି।

ଗତ ଫେବୃୟାରୀ ୨୩ ତାରିଖରେ ପାଟଣାଗଡ ଭୋଳାନାଥ ପଡ଼ାର ରବୀନ୍ଦ୍ର ସାହୁଙ୍କ ଘରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା।  କୋରିଅର ଯୋଗେ ରାୟପୁରରୁ ଆସିଥିବା ଏକ ପାର୍ସଲକୁ ରବୀନ୍ଦ୍ରଙ୍କ ପୁଅ ସୌମ୍ୟଶେଖର ଏବଂ ବୋହୂ ରୀମାରାଣୀ ଖୋଲୁଖୋଲୁ ଭୟଙ୍କର ବିସ୍ପୋରଣରେ ଥରିଉଠିଥିଲା ଘର। ଏଥିରେ ସୌମ୍ୟଶେଖରଙ୍କ ସହ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା। ରୀମାରାଣୀ ଗୁରୁତର ଆହତ ହୋଇଥିଲେ।

Advertisment

ମାର୍ଚ୍ଚ ୨୩ରେ, ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ଏହା ଭିତରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।

Parcel Bomb Blast Patanagarh Parcel Bomb Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ