nagaland vote
Advertisment
ନୂଆଦିଲ୍ଲୀ: ମେଘାଳୟ ଓ ନାଗାଲାଣ୍ଡ ଏହି ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ଭୋଟଗ୍ରହଣ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ।
Advertisment
୬୦ ଆସନ ବିଶିଷ୍ଟ ମେଘାଳୟ ଓ ନାଗାଲାଣ୍ଡରେ ୫୯ଟି ଆସନ ପାଇଁ ମତଦାନ ହେଉଛି।
ଆସାମ, ମଣିପୁର ଓ ଅରୁଣାଚଳ ପ୍ରଦେଶରେ ସରକାର ଗଢିବା ପରେ ବିଜେପି ଏହି ଦୁଇ ରାଜ୍ୟକୁ ବି ଦଖଲ କରିବାକୁ ସ୍ବତନ୍ତ୍ର ରଣନୀତି କରିଛି।
ନାଗାଲାଣ୍ଡରେ ନାସନାଲିଷ୍ଟ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (NDPP) ସହ ବିଜେପି ମେଣ୍ଟ କରିଛି। ମାର୍ଚ୍ଚ ୩ ତାରିଖରେ ମେଘାଳୟ ଓ ନାଗାଲାଣ୍ଡ ସହ ତ୍ରିପୁରା ନିର୍ବାଚନର ମଧ୍ୟ ଭୋଟ୍ ଗଣତି ହେବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nagaland-vote_1626430883.jpg)