Advertisment

କପା ମିଲ୍‌ରେ ନିଆଁ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରେ କପା ମିଲ୍‌ରେ ନିଆଁ। କପାଣି ଗାଁରେ ଥିବା ରାଧାରମଣ କପା ମିଲ୍‌ରେ ନିଆଁ ଲାଗି କୋଟିଏରୁ ଅଧିକ ଟଙ୍କାର କପା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।  କପା ମିଲ୍‌ର ମାଲିକ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପାଟଣାଗଡ଼ ଓ ବେଲପଡ଼ାରୁ ୪ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ କପା ମିଲ୍‌ରେ […]

କପା ମିଲ୍‌ରେ ନିଆଁ

fire in cotton mill

Advertisment

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରେ କପା ମିଲ୍‌ରେ ନିଆଁ। କପାଣି ଗାଁରେ ଥିବା ରାଧାରମଣ କପା ମିଲ୍‌ରେ ନିଆଁ ଲାଗି କୋଟିଏରୁ ଅଧିକ ଟଙ୍କାର କପା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।  କପା ମିଲ୍‌ର ମାଲିକ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପାଟଣାଗଡ଼ ଓ ବେଲପଡ଼ାରୁ ୪ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା।

ତେବେ କପା ମିଲ୍‌ରେ ଏହି ଅଗ୍ନିକାଣ୍ଡ ପଛର କାରଣ ଏବେବି ଅସ୍ପଷ୍ଟ ରହିଛି।

Cotton Mill Fire In Cotton Mill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ