Advertisment

ମଧ୍ୟରାତ୍ରିରେ ବ୍ୟାଙ୍କରେ ଲାଗିଲା ନିଆଁ

ଭୁବନେଶ୍ୱର: ମଧ୍ୟରାତ୍ରିରେ ରାଜଧାନୀରେ ଅଗ୍ନିକାଣ୍ଡ।  ଭୁବନେଶ୍ୱର ଖାରବେଳନଗର ଅଞ୍ଚଳସ୍ଥିତ ୟୁନାଇଟେଡ ବ୍ୟାଙ୍କ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟି ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି।  କୋଠାର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ନେଇ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ବ୍ୟାଙ୍କର ସିକ୍ୟୁରିଟି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ। ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ନଥିଲେ ମଧ୍ୟ କମ୍ପ୍ୟୁଟର ଏବଂ ଅନ୍ୟ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି।  ସର୍ଟ ସର୍କିଟରୁ […]

ମଧ୍ୟରାତ୍ରିରେ ବ୍ୟାଙ୍କରେ ଲାଗିଲା ନିଆଁ

fire

Advertisment

ଭୁବନେଶ୍ୱର: ମଧ୍ୟରାତ୍ରିରେ ରାଜଧାନୀରେ ଅଗ୍ନିକାଣ୍ଡ।  ଭୁବନେଶ୍ୱର ଖାରବେଳନଗର ଅଞ୍ଚଳସ୍ଥିତ ୟୁନାଇଟେଡ ବ୍ୟାଙ୍କ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟି ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି।  କୋଠାର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା।

Advertisment

ଅଗ୍ନିକାଣ୍ଡ ନେଇ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ବ୍ୟାଙ୍କର ସିକ୍ୟୁରିଟି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ।

ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ନଥିଲେ ମଧ୍ୟ କମ୍ପ୍ୟୁଟର ଏବଂ ଅନ୍ୟ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି।  ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Advertisment
United Bank Of India Kharavela Nagar Branch United Bank Of India Kharavela Nagar Fire In United Bank Of India Kharavela Nagar Branch Fire In Bank Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ