Advertisment

ଉଦ୍‌ଘାଟିତ ହେଲା ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ

ବାଲେଶ୍ୱର: ବାଲେଶ୍ୱରରେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, ଭଦ୍ରକ ସାଂସଦ ଅର୍ଜୁନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୪ମସିହା ଅକ୍ଟୋବର ୨୮ ତାରିଖରେ ଏହି ମେଡିକାଲ୍ କଲେଜ ପାଇଁ ଶିଳ୍ୟାନାସ କରାଯାଇଥିଲା। ସୂଚନାଥାଉ କି, ଗତବର୍ଷ […]

ଉଦ୍‌ଘାଟିତ ହେଲା ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ

CM Naveen Patnaik

Advertisment

ବାଲେଶ୍ୱର: ବାଲେଶ୍ୱରରେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ।

Advertisment

ଉଦ୍‌ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, ଭଦ୍ରକ ସାଂସଦ ଅର୍ଜୁନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

୨୦୧୪ମସିହା ଅକ୍ଟୋବର ୨୮ ତାରିଖରେ ଏହି ମେଡିକାଲ୍ କଲେଜ ପାଇଁ ଶିଳ୍ୟାନାସ କରାଯାଇଥିଲା।

Advertisment

ସୂଚନାଥାଉ କି, ଗତବର୍ଷ ସେପ୍ଟେମ୍ବର ୪ ଓ ୬ ତାରିଖରେ କୋରାପୁଟ ଓ ବାରିପଦା ଠାରେ ୨ଟି ନୂଆ ମେଡିକାଲ୍‌ କଲେଜ ଓ ହସ୍ପିଟାଲ ସ୍ଥାପିତ ହୋଇଥିଲା। ସେହିପରି ଚଳିବର୍ଷ ଅଗଷ୍ଟ ୩୧ରେ ବଲାଙ୍ଗିରରେ ନୂଆ ମେଡିକାଲ୍‌ କଲେଜ ଓ ହସ୍ପିଟାଲ ସ୍ଥାପିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ