Advertisment

ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଭଦ୍ରକ ଏସ୍‌ପିଙ୍କ ସୂଚନା

ଭଦ୍ରକ : ଭଦ୍ରକ ଧାମନଗର ତାଳସିଠା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଟ୍ୱିଷ୍ଟ। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଅାସିଛି। ଏ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ବାତୁଲା ଗଙ୍ଗାଧର। ମୃତା ମହିଳାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଏବଂ ବେଡ୍ ଓ ସଂପୃକ୍ତ ରୁମ୍‌ରୁ ବାୟୋଲୋଜିକାଲ ସାମ୍ପଲ ମିଳିଛି। ଏହି ସାମ୍ପଲକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିବା ଏସପି କହିଛନ୍ତି। ସେପଟେ ନିଖୋଜ ବାପାର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛି […]

ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଭଦ୍ରକ ଏସ୍‌ପିଙ୍କ ସୂଚନା

Capture

Advertisment

ଭଦ୍ରକ : ଭଦ୍ରକ ଧାମନଗର ତାଳସିଠା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଟ୍ୱିଷ୍ଟ। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଅାସିଛି। ଏ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ବାତୁଲା ଗଙ୍ଗାଧର।

Advertisment

ମୃତା ମହିଳାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଏବଂ ବେଡ୍ ଓ ସଂପୃକ୍ତ ରୁମ୍‌ରୁ ବାୟୋଲୋଜିକାଲ ସାମ୍ପଲ ମିଳିଛି। ଏହି ସାମ୍ପଲକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିବା ଏସପି କହିଛନ୍ତି।

publive-image

ସେପଟେ ନିଖୋଜ ବାପାର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛି ପୁଲିସ। ଗତକାଲି ରାତିରେ ଘଟିଥିଲା ଏହି ବିଭତ୍ସ ଘଟଣା। ମହିଳାଙ୍କ ଝିଅକୁ ବାନ୍ଧି ମାଆଙ୍କୁ ଶିଳପୁଅାରେ ଛେଚି ହତ୍ୟା ଅଭିଯୋଗ ହୋଇଛି। ଯୁବକ ଜଣକ ଝିଅକୁ ଦୁଷ୍କର୍ମ ବେଳେ ଧରାପଡ଼ିବାରୁ ମାଆକୁ ହତ୍ୟା ନେଇ ସନ୍ଦେହ କରଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ