Advertisment

ବିଜେଡିର ସଜବାଜ

ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମ ପାଇଁ ସଜ ହେଉଛି ବିଜେଡି। ଆସନ୍ତାକାଲି ଠାରୁ ଆରମ୍ଭ ହେବ ମହାନଦୀ ଅଭିଯାନ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ। ଝାରସୁଗୁଡାରୁ ଯାତ୍ରା ବାହାରି ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଦେଇ ମହାନଦୀ କୂଳେ କୂଳେ ୧୫ଟି ଜିଲ୍ଲା ଡେଇଁ ଜଗତସିଂହପୁର ପାରାଦ୍ୱୀପରେ ସରିବ ଯାତ୍ରା। ସାଧାରଣ ସଭା ସହ ଲୋକଙ୍କୁ ସଚେତନ କିରବେ ନେତା ଓ କର୍ମୀ।

ବିଜେଡିର ସଜବାଜ

bjd

Advertisment

ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମ ପାଇଁ ସଜ ହେଉଛି ବିଜେଡି। ଆସନ୍ତାକାଲି ଠାରୁ ଆରମ୍ଭ ହେବ ମହାନଦୀ ଅଭିଯାନ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ।

Advertisment

ଝାରସୁଗୁଡାରୁ ଯାତ୍ରା ବାହାରି ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଦେଇ ମହାନଦୀ କୂଳେ କୂଳେ ୧୫ଟି ଜିଲ୍ଲା ଡେଇଁ ଜଗତସିଂହପୁର ପାରାଦ୍ୱୀପରେ ସରିବ ଯାତ୍ରା। ସାଧାରଣ ସଭା ସହ ଲୋକଙ୍କୁ ସଚେତନ କିରବେ ନେତା ଓ କର୍ମୀ।

Mahanadi Rally Save Mahanadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ