Advertisment

ମାଓ ଭୟରେ ଗାଁ ଛାଡ଼ିଲେ ୧୦ଟି ପରିବାର

କଳାହାଣ୍ଡି : ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ୧୦ଟି ପରିବାର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁରରରେ ୧୦ଟି ପରିବାର ଗାଁ ଛାଡ଼ିଛନ୍ତି। ପୂର୍ବରୁ ଗତ ମାସ ୨୦ ତାରିଖରେ ତ୍ରିଲୋଚପୁର ଅଞ୍ଚଳର ଗ୍ରାମରକ୍ଷୀ ସମେତ ୪ ଜଣ ଗ୍ରାମାସୀଙ୍କୁ ମାଓବାଦୀ ଅପହରଣ କରି ନେଇ ନିସ୍ତୁକ ମାଡ଼ ମାରି ଛାଡ଼ିଥିଲେ। ଏହି ଘଟଣା ପୂର୍ବରୁ ପୋଲିସ ଇନଫର୍ମର ସନ୍ଦେହରେ ପୋଲିସ ସେହି ଗାଁର ଦୁଇଭାଇଙ୍କୁ ହତ୍ୟା କରିଥିଲେ। ମାଓବାଦୀ ଗତ ଫେବ୍ରୁଆରୀ ମାସରେ ଜଣେ […]

ମାଓ ଭୟରେ ଗାଁ ଛାଡ଼ିଲେ ୧୦ଟି ପରିବାର

mao fear

Advertisment

କଳାହାଣ୍ଡି : ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ୧୦ଟି ପରିବାର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁରରରେ ୧୦ଟି ପରିବାର ଗାଁ ଛାଡ଼ିଛନ୍ତି।

Advertisment

ପୂର୍ବରୁ ଗତ ମାସ ୨୦ ତାରିଖରେ ତ୍ରିଲୋଚପୁର ଅଞ୍ଚଳର ଗ୍ରାମରକ୍ଷୀ ସମେତ ୪ ଜଣ ଗ୍ରାମାସୀଙ୍କୁ ମାଓବାଦୀ ଅପହରଣ କରି ନେଇ ନିସ୍ତୁକ ମାଡ଼ ମାରି ଛାଡ଼ିଥିଲେ। ଏହି ଘଟଣା ପୂର୍ବରୁ ପୋଲିସ ଇନଫର୍ମର ସନ୍ଦେହରେ ପୋଲିସ ସେହି ଗାଁର ଦୁଇଭାଇଙ୍କୁ ହତ୍ୟା କରିଥିଲେ।

ମାଓବାଦୀ ଗତ ଫେବ୍ରୁଆରୀ ମାସରେ ଜଣେ ସୁପର କ୍ଲାସ୍‌ କଣ୍ଟ୍ରାକ୍ଟରଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏପରି ଭୟର ବାତାବରଣରେ ନିଜକୁ ସୁରକ୍ଷିତ ନ ମଣି ଗାଁ ଛାଡିଛନ୍ତି ଏହି ୧୦ଟି ପରିବାର। ଘଟଣା ସଂପର୍କରେ ଖବର ପାଇ ଛାନଭିନ୍‌ ଆରମ୍ଭ କରିଛି ପୋଲିସ।

Advertisment
Kalahandi Family Leaves Village Maoist Fear
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ