kim
ଦୁବାଇ: ଚଳିତ ଆଇପିଏଲର ୨୪ ତମ ମ୍ୟାଚ୍ ଆଜି ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍ କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ କୋଲକାତା ନାଇଟ୍ ରାଇଡ୍ର ମଧ୍ୟରେ ଅନୁଷ୍ଠିତ ହେବ। ଆଜି ଦିନ ୩.୩୦ ସମୟରେ ଏହି ଦମ୍ଦାର ମ୍ୟାଚ୍ ଖେଳାଯିବ।
/odishatv-khabar/media/post_attachments/wp-content/uploads/2020/10/kin.jpg)
ପଞ୍ଜାବ ପକ୍ଷରୁ ଆଜି ଖେଳିବେ:
କ୍ରିସ୍ ଗେଲ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (କ୍ୟା), ନିକୋଲାସ୍ ପୁରାନ୍ (କିପର), ପ୍ରଭାସୀମନ୍ ସିଂ/ ସରଫରାଜ ଖାନ୍, ମନଦୀପ ସିଂ, ମୁଜିବ ଉର ରହମାନ, ଅର୍ଶଦୀପ ସିଂ / ଏମ ଅଶ୍ୱିନ, ରବି ବିଷ୍ଣୁ, ଶେଲଡନ କୋଟ୍ରେଲ, ମହମ୍ମଦ ଶାମି
କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଜି ଖେଳିବେ:
ରାହୁଲ ତ୍ରିପାଠୀ, ଶୁଭମାନ ଗିଲ, ନୀତୀଶ ରାଣା, ସୁନୀଲ ନାରିନ, ଇଓନ ମୋର୍ଗାନ, ଆଣ୍ଡ୍ରେ ରସେଲ, ଦୀନେଶ କାର୍ତ୍ତିକ (କ୍ୟା/ କିପର), ପାଟ କମିନ୍ସ, କମଲେଶ ନାଗାର୍କୋଟି, ପ୍ରସାଦ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kim_1625245608.jpg)