Advertisment

Shikhar Dhawan Gets Engaged: କିଏ ଏହି ସୋଫି ସାଇନ, ଯାହାଙ୍କ ସହ ନିର୍ବନ୍ଧ ଘୋଷଣା କଲେ ଶିଖର ଧୱନ

ଶିଖର ଧୱନ ବହୁ ଦିନ ଧରି ସୋଫି ସାଇନଙ୍କୁ ଡେଟ୍ କରୁଛନ୍ତି। ଏହି ଯୋଡି ସୋସିଆଲ ମିଡିଆରେ, ଗତବର୍ଷର ଚାମ୍ପିଅନ୍ସ ଟ୍ରଫି ଏବଂ ଅନ୍ୟାନ୍ୟ କ୍ରିକେଟ ପଡ଼ିଆରେ, ପାର୍ଟିରେ ଏବଂ ବନ୍ଧୁମାନଙ୍କ ସହିତ ମଜ୍ଜା କରୁଛନ୍ତି।

Shikhar Dhawan Gets Engaged

କିଏ ଏହି ସୋଫି ସାଇନ Photograph: (OTV)

Advertisment
Celebrity Shikhar Dhawan Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ