Advertisment

ଟସ୍ ଜିତି ବ୍ୟାଟିଙ୍ଗ୍ ନିଷ୍ପତ୍ତି ନେଲା ଆର୍‌ସିବି

ଦୁବାଇ: ଆଇପିଏଲର ୨୫ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେଉଛନ୍ତି । ଏହି ମ୍ୟାଚ୍‌ରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏ ପର୍ଯ୍ୟନ୍ତ ବାଙ୍ଗାଲୋର ୫ଟି ମ୍ୟାଚ୍‌ରୁ ୩ଟି ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ଏବଂ ଚେନ୍ନାଇ ୬ଟି ମ୍ୟାଚ୍‌ ଖେଳି ୪ଟିରେ […]

ଟସ୍ ଜିତି ବ୍ୟାଟିଙ୍ଗ୍ ନିଷ୍ପତ୍ତି ନେଲା ଆର୍‌ସିବି

dk

Advertisment

ଦୁବାଇ: ଆଇପିଏଲର ୨୫ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେଉଛନ୍ତି । ଏହି ମ୍ୟାଚ୍‌ରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ।

Advertisment

ଏ ପର୍ଯ୍ୟନ୍ତ ବାଙ୍ଗାଲୋର ୫ଟି ମ୍ୟାଚ୍‌ରୁ ୩ଟି ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ଏବଂ ଚେନ୍ନାଇ ୬ଟି ମ୍ୟାଚ୍‌ ଖେଳି ୪ଟିରେ ପରାସ୍ତ ହୋଇଛି। ସେହିପରି ପଏଣ୍ଟ ଟେବୁଲର ୬ ନମ୍ୱର ସ୍ଥାନରେ ରହିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ।

ଚେନ୍ନାଇ ଆଜି ଶେଷରେ ଚୂଡ଼ାନ୍ତ ଏକାଦଶରୁ କେଦାର ଯାଦବଙ୍କୁ ବାଦ୍‌ ଦେଇଛି। ତାଙ୍କ ବଦଳରେ ଏନ ଜଗଦୀଶାନଙ୍କୁ ସୁଯୋଗ ଦିଆଯାଇଛି।

Advertisment

ବାଙ୍ଗଲୋର ପାଇଁ ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଛନ୍ତି କ୍ରିସ୍‌ ମୋରିସ। ସେହିପରି ଚୂଡ଼ାନ୍ତ ଏକାଦଶକୁ ଗୁରଗକୀରତ ସିଂହଙ୍କ କମବ୍ୟାକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ