BCCI Photograph: (OTV)
ମିଥୁନ ମାନହସ BCCIର ନୂଆ ସଭାପତି । ରୋଜର ବିନ୍ନିଙ୍କ ସ୍ଥାନ ନେଲେ ମିଥୁନ ମନହାସ । BCCI ଏଜିଏମ୍ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଜମ୍ମୁ କଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ। ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ , ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ, ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ ହୋଇଛନ୍ତି ।
-ମିଥୁନ ମାନହସ BCCIର ନୂଆ ସଭାପତି
-BCCI ଏଜିଏମ୍ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
-ଜମ୍ମୁ-କଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ
-ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ
-ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ, ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ
/filters:format(webp)/odishatv-khabar/media/media_files/2025/09/28/prangya-2025-09-28-16-02-00.jpg)
ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନ ପାଇଲେ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ । ନୂଆ ସଦସ୍ୟ ଭାବେ ଆର୍ପି ସିଂ ସାମିଲ ହୋଇଛନ୍ତି । ସ୍ଥାନ ବଜାୟ ରଖିଲେ ଅଜୟ ରାତ୍ରା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/bcci-2025-09-28-16-44-12.jpg)