Advertisment

ସ୍ୱର୍ଣ୍ଣ ଜିତିଲେ ଜିନସନ୍ ଜନସନ

ଜାକର୍ତ୍ତା : ଏସିଅାନ ଗେମ୍‌ସର ଦ୍ୱାଦଶ ଦିନରେ ଅାଥଲେଟିକ୍ସରେ ଭାରତକୁ ଅାଉ ଦୁଇଟି ସ୍ୱର୍ଣ୍ଣ। ୧୫ ଶହ ମିଟର ପୁରୁଷ ବର୍ଗ ଦୌଡ଼ରେ ଜିନସନ୍ ଜନସନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୮ଶହ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ ଜିନସନ୍। ସେପଟେ ୪ ଗୁଣା ୪ଶହ ମିଟର ମହିଳା ରିଲେ ଦୌଡ଼ରେ ମିଳିଛି ଅାଉ ଏକ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଏସିଅାଡ୍‌ରେ ଭାରତକୁ ମୋଟ ୬ଟି ସ୍ୱର୍ଣ୍ଣ ପଦକ ମିଳିଛି। ସେହିପରି ଡିସକସ୍ ଥ୍ରୋରେ […]

ସ୍ୱର୍ଣ୍ଣ ଜିତିଲେ ଜିନସନ୍ ଜନସନ

asian-up

Advertisment

ଜାକର୍ତ୍ତା : ଏସିଅାନ ଗେମ୍‌ସର ଦ୍ୱାଦଶ ଦିନରେ ଅାଥଲେଟିକ୍ସରେ ଭାରତକୁ ଅାଉ ଦୁଇଟି ସ୍ୱର୍ଣ୍ଣ। ୧୫ ଶହ ମିଟର ପୁରୁଷ ବର୍ଗ ଦୌଡ଼ରେ ଜିନସନ୍ ଜନସନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୮ଶହ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ ଜିନସନ୍।

Advertisment

ସେପଟେ ୪ ଗୁଣା ୪ଶହ ମିଟର ମହିଳା ରିଲେ ଦୌଡ଼ରେ ମିଳିଛି ଅାଉ ଏକ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଏସିଅାଡ୍‌ରେ ଭାରତକୁ ମୋଟ ୬ଟି ସ୍ୱର୍ଣ୍ଣ ପଦକ ମିଳିଛି। ସେହିପରି ଡିସକସ୍ ଥ୍ରୋରେ ସୀମା ପୁନିଅା ଏବଂ ମହିଳା ୧୫ଶହ ମିଟର ଦୌଡରେ ପିୟୁ ଚିତ୍ରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ପୁରୁଷ ୪ ଗୁଣା ୪ଶହ ମିଟର ରିଲେ ଦୌଡ଼ରେ ମଧ୍ୟ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତର ପଦକ ସଂଖ୍ୟା ୫୯ରେ ପହଞ୍ଚିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ