Advertisment

ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH କ୍ୱାଲିଫାଇଂ ଦ୍ୱିତୀୟ ମ୍ୟାଚରେ ପରାଜୟ ସତ୍ତ୍ୱେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି ମହିଳା ଟିମ୍। ଆଜିର ମ୍ୟାଟ୍‌ରେ ଆମେରିକା ଗତକାଲି ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ସହ ଭାରତକୁ ୪-୧ ଗୋଲରେ ହରାଇଥିଲା। ତେବେ ପରାଜୟ ସତ୍ତ୍ୱେ ଅଧିକ ଗୋଲ ବଳରେ ଭାରତ ଅଲିମ୍ପିକ୍ ଟିକେଟ ପାଇଛି। ୨ଟି ମ୍ୟାଟ୍‌ରେ ଭାରତ ୬ଟି ଗୋଲ୍ କରି […]

ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍

tweeter

Advertisment

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH କ୍ୱାଲିଫାଇଂ ଦ୍ୱିତୀୟ ମ୍ୟାଚରେ ପରାଜୟ ସତ୍ତ୍ୱେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି ମହିଳା ଟିମ୍।

Advertisment

publive-imageଆଜିର ମ୍ୟାଟ୍‌ରେ ଆମେରିକା ଗତକାଲି ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ସହ ଭାରତକୁ ୪-୧ ଗୋଲରେ ହରାଇଥିଲା। ତେବେ ପରାଜୟ ସତ୍ତ୍ୱେ ଅଧିକ ଗୋଲ ବଳରେ ଭାରତ ଅଲିମ୍ପିକ୍ ଟିକେଟ ପାଇଛି। ୨ଟି ମ୍ୟାଟ୍‌ରେ ଭାରତ ୬ଟି ଗୋଲ୍ କରି ଯୋଗ୍ୟତା ହାସଲ କରିଥିବା ବେଳେ ଆମେରିକା ୫ଟି ଗୋଲ୍ କରି ଯୋଗ୍ୟତାରୁ ବଞ୍ଚିତ ହୋଇଛି। ଏଥରକୁ ମିଶାଇ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବ ଭାରତୀୟ ମହିଳା ହକି ଟିମ୍।

ଏପଟେ FIH କ୍ୱାଲିଫାଇଂ ଦ୍ୱିତୀୟ ମ୍ୟାଚରେ ମୁହାଁମୁହଁ ହୋଇଛନ୍ତି ଭାରତ ଓ ରୁଷ। ଗତକାଲି ପ୍ରଥମ କ୍ୱାଲିଫାୟିଂ ମ୍ୟାଚରେ ଭାରତ ୪-୨ ଗୋଲରେ ବିଜୟୀ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ