Advertisment

India vs New Zealand T20: ଟି-ଟ୍ୱେଣ୍ଟିରେ ଦିନିକିଆ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ବେଣ୍ଟି ସିରିଜ। ଟି-ଟ୍ବେଣ୍ଟିରେ ଦିନିକିଆ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ଆଜି ନାଗପୁରରେ ନ୍ୟୁଜିଲାଣ୍ଡ ସହ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। କ୍ୟାପଟେନ୍ ସୂର୍ଯ୍ୟଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍। ତୀଲକ ବର୍ମା ବାଦ୍ ପରେ ୩ ନମ୍ବରରେ ବ୍ୟାଟିଂ କରିବେ ଇଶାନ।

India vs New Zealand T20

ଟି-ଟ୍ୱେଣ୍ଟିରେ ଦିନିକିଆ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ Photograph: (OTV)

Advertisment

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ବେଣ୍ଟି ସିରିଜ। ଟି-ଟ୍ବେଣ୍ଟିରେ ଦିନିକିଆ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ଆଜି ନାଗପୁରରେ ନ୍ୟୁଜିଲାଣ୍ଡ ସହ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। କ୍ୟାପଟେନ୍ ସୂର୍ଯ୍ୟଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍। 

Advertisment

ଆହତ କାରଣରୁ ତୀଲକ ବର୍ମା ବାଦ୍ ପଡିବା ପରେ ତାଙ୍କ ସ୍ଥାନ ନେବେ ଇଶାନ କିଶାନ। ତାଙ୍କୁ ନମ୍ବର ୩ରେ ବ୍ୟାଟିଂ କରିବା ପାଇଁ କ୍ୟାପଟେନ୍ ସୂର୍ଯ୍ୟ କୁମାର କହିସାରିଛନ୍ତି। ପୂର୍ବରୁ ୩ଟିକିଆ ଦିନିକିଆ ସିରିଜକୁ ୨-୧ ଜିତି ନେଇଛି ନ୍ୟୁଜିଲାଣ୍ଡ।...

T20 Indian Team Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ