Advertisment

India Vs Pak: ଭାରତ ପାକ୍‌ ଫାଇନାଲ୍‌ ଫାଇଟ୍‌?

ଏସିଆ କପ୍ ଫାଇନାଲରେ ଭାରତ। ବାଂଲାଦେଶକୁ ହରାଇ ପ୍ରଥମ ଥର ଦଳ ଭାବରେ ଫାଇନାଲ୍ ଟିକେଟ୍ ହାତେଇଛି ଟିମ୍ ଇଣ୍ଡିଆ। ଗତକାଲି ସୁପର ଓଭର ମୁକାବିଲାରେ ବାଂଲାଦେଶକୁ ୪୧ ରନରେ ହରାଇଛି ସୂର୍ଯ୍ୟ ସେନା। ଆଜି ବାଂଲାଦେଶ ଓ ପାକିସ୍ତାନ ମ୍ୟାଚର ବିଜେତା ଭାରତ ସହ ଆସନ୍ତା ୨୮ ତାରିଖ ରବିବାର ଫାଇନାଲ୍ ଖେଳିବ।

Advertisment
Asia Cup Team India Pakistan India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ