Advertisment

Double Odia Presence in BCCI: BCCIରେ ଦୁଇ ଓଡ଼ିଆ ସିଲେକ୍ଟର, ଶିବସୁନ୍ଦର ଦାସ ଓ ପ୍ରଜ୍ଞାନ ଓଝା

ଜାତୀୟ ସିନିୟର କ୍ରିକେଟ ଟିମ୍ ଚୟନକର୍ତ୍ତା ହେଲେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା। ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନ ପାଇଛନ୍ତି। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଶିବସୁନ୍ଦର ଦାସଙ୍କ ସହ ଚୟନ କମିଟିରେ ପ୍ରଜ୍ଞାନ ଓଝା ସାମିଲ ହୋଇଛନ୍ତି।

Advertisment

ବିସିସିଆଇରେ ଓଡ଼ିଆଙ୍କ ଦବଦବା। ଜାତୀୟ ସିନିୟର କ୍ରିକେଟ ଟିମ୍ ଚୟନକର୍ତ୍ତା ହେଲେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା। ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନ ପାଇଛନ୍ତି। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଶିବସୁନ୍ଦର ଦାସଙ୍କ ସହ ଚୟନ କମିଟିରେ ପ୍ରଜ୍ଞାନ ଓଝା ସାମିଲ ହୋଇଛନ୍ତି। ସେହିପରି ନୂଆ ସଦସ୍ୟ ଭାବେ ଆର୍.ପି. ସିଂହ ସାମିଲ ହୋଇଥିବାବେଳେ କମିଟିରେ ସ୍ଥାନ ବଜାୟ ରଖିଛନ୍ତି ଅଜୟ ରାତ୍ରା। ଅନ୍ୟପଟେ ମିଥୁନ ମାନହସ BCCIର ନୂଆ ସଭାପତି ହୋଇଛନ୍ତି। BCCI ଏଜିଏମରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ମିଥୁନ ମାନହସ। 

Advertisment
Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ