DUTEE
Advertisment
ମୁମ୍ବାଇ : ଭଗ୍ ମାଗାଜିନ୍ ପକ୍ଷରୁ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ମିଳିଲା ସ୍ପୋଟର୍ସ ‘ପରସନ୍ ଅଫ୍ ଦ ଇୟର’ ସମ୍ମାନ। ଗତକାଲି ସଂଧ୍ୟାରେ ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଦୂତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଲମ୍ବା ସମୟ ଧରି କ୍ରୀଡ଼ା କ୍ଷେତ୍ରରେ ଦୂତିଙ୍କ ସଫଳତା ଓ ତାଙ୍କ ସଂଘର୍ଷ କାହାଣୀ ପାଇଁ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି।
Advertisment
ସେହିଭଳି ଚଳିତ ବର୍ଷ ଭୋଗ୍ ମ୍ୟାନ୍ ଅଫ୍ ଦ ଇୟର ସମ୍ମାନ ଅଭିନେତା ରଣବୀର ସିଂହଙ୍କୁ ମିଳିଥିବା ବେଳେ ଅନ୍ୟାନ୍ୟ ବର୍ଗରେ ଅଭିନେତ୍ରୀ କାଟ୍ରିନା କୈଫ୍, ଅନୁଷ୍କା ଶର୍ମା, ଆଲିଆ ଭଟ୍ଟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/DUTEE1_1626682618.jpg)