Advertisment

Cricket Craze Peaks: ସମସ୍ତଙ୍କୁ କ୍ରିକେଟ୍ ମାନିଆ, ଖଚାଖଚ ବାରବାଟୀ, କମ୍ପୁଛି କଟକ

ବେଳ ଯେତିକି ଗଡ଼ୁଥିଲା ଭିଡ଼ ସେତିକି ବଢୁଥିଲା। ଦେହରେ ଟିମ୍ ଇଣ୍ଡିଆର ଜର୍ସି, ମୁଣ୍ଡରେ ଟୋପି, ଆଉ ହାତରେ ଟିକେଟ୍ ଧରି ଷ୍ଟାଡିୟମ ଆଡକୁ ଚାଲୁଥିଲେ କ୍ରିକେଟ୍ ପ୍ରେମୀ।

BARABATI

BARABATI Photograph: (OTV)

Advertisment

ଯାହାକୁଦେଖିବେସିଏଷ୍ଟାଡିୟମମୁହାଁ, ଯାହାକୁପଚାରିବେତାପାଟିରେବାରବାଟୀରକଥାଆଜିସକାଳୁସକାଳୁଟୁଇନସିଟିରେଦେଖିବାକୁମିଳିଥିଲାଏମିତିମାହୋଲ୍ସମସ୍ତଙ୍କଡେଷ୍ଟିନେସନ୍ସାଜିଥିଲାବାରବାଟୀଷ୍ଟାଡିୟମ୍ଇଣ୍ଡିଆ-ସାଉଥଆଫ୍ରିକାଟି-ଟ୍ବେଣ୍ଟିସିରିଜରପ୍ରଥମମ୍ୟାଚ୍ଦେଖିବାକୁଧାଡ଼ିଲମ୍ବିଥିଲାକଟକକୁଷ୍ଟାଡିୟମବାହାରେଜମିଥିଲାମଜାମସ୍ତିରଆସରକେମିତିଥିଲାପ୍ରି-ମ୍ୟାଚ୍ମାହୋଲ, ପଢ଼ନ୍ତୁ ଏଇରିପୋର୍ଟ....

Advertisment

ଗାଲରେତ୍ରିରଙ୍ଗା, ମଥାରେତ୍ରିରଙ୍ଗାମୁଣ୍ଡରେଇଣ୍ଡିଆ, ମୁହଁରେବିଇଣ୍ଡିଆପିଲାଠୁବୁଢା, ସମସ୍ତଙ୍କୁକ୍ରିକେଟ୍ମାନିଆଖଚାଖଚବାରବାଟୀ, କମ୍ପୁଛିକଟକକାହାହାତରେଛକାଚୌକାରପୋଷ୍ଟର, ଆଉକାହାହାତରେଖେଳାଳିଙ୍କସ୍କେଚ୍କିଏନାଚୁଛିଆଉକିଏଇଣ୍ଡିଆଇଣ୍ଡିଆକହିଖୁସିରେକୁରୁଳିଉଠୁଛିସତେଯେମିତିଏଇସମୟକୁଚାହିଁରହିଥିଲେସମସ୍ତେ

ଆଜିସକାଳହେବାକ୍ଷଣିବାରବାଟୀକୁଛୁଟିଥିଲାକ୍ରିକେଟପ୍ରେମୀଙ୍କସୁଅଯାହାକୁଦେଖିବେସିଏଷ୍ଟାଡିୟମମୁହାଁବେଳଯେତିକିଗଡ଼ୁଥିଲାଭିଡ଼ସେତିକିବଢୁଥିଲାଦେହରେଟିମ୍ଇଣ୍ଡିଆରଜର୍ସି, ମୁଣ୍ଡରେଟୋପି, ଆଉହାତରେଟିକେଟ୍ଧରିଷ୍ଟାଡିୟମଆଡକୁଚାଲୁଥିଲେକ୍ରିକେଟ୍ପ୍ରେମୀଗ୍ୟାଲେରୀକୁଯିବାପୂର୍ବରୁବାହାରେଢେରସମୟଯାଏଁଚାଲିଥିଲାଖଟିକ୍ରେଜରେଥିଲାମୁହଁରେତ୍ରିରଙ୍ଗାଆଙ୍କିବାଠୁଆରମ୍ଭକରିପ୍ରିୟପ୍ଲେୟାରଙ୍କସ୍କେଚ୍ବିରାଟରୋହିତଟି-ଟ୍ବେଣ୍ଟିରୁଅବସରନେଇଥିଲେମଧ୍ୟତାଙ୍କଚିତ୍ରଜର୍ସିଥିଲାଫୁଲ୍ଡିମାଣ୍ଡରେଅପରାହ୍ନରେଗେଟ୍ଖୋଲିବାପରେଧାଡ଼ିବାନ୍ଧିସମସ୍ତେଯାଇଥିଲେନିଜନିଜଗ୍ୟାଲେରୀକୁ

Advertisment

ବାରବାଟୀଭିଡ଼ଭିତରେଅନ୍ୟତମଆକର୍ଷଣସାଜିଥିଲେଅପରେସନ୍ସିନ୍ଦୂରପରିବେଶସଚେତନତାବାର୍ତ୍ତାନେଇଆସିଥିବାଦୁଇବ୍ୟକ୍ତିଅନ୍ୟପଟେପଡ଼ିଆରେଟକ୍କରଆଗରୁବାରବାଟୀବାହାରେମଜାମଜାରେମୁହାଁମୁହିଁହୋଇଯାଇଥିଲେଇଣ୍ଡିଆସାଉଥଆଫ୍ରିକାଫ୍ୟାନ୍ଏପଟେଭୁବନେଶ୍ବରମେଫେୟାରରୁଖେଳାଳିଯିବାସମୟରେଅଲ୍ଦିବେଷ୍ଟଜଣାଇବାକୁବିଲାଗିଥିଲାଫ୍ୟାନଙ୍କଭିଡ଼

ମହାପ୍ରଭୁଙ୍କଆଶୀର୍ବାଦନେଲେଖେଳାଳି

ସେପଟେମହାମୁକାବିଲାପୂର୍ବରୁମହାପ୍ରଭୁଙ୍କୁଦର୍ଶନକରିଆଶିଷନେଇଛନ୍ତିଟିମ୍ଇଣ୍ଡିଆଖେଳାଳିସକାଳୁସକାଳୁପୁରୀଯାଇଥିଲେକ୍ୟାପଟେନ୍ସୂର୍ଯ୍ୟକୁମାରଯାଦବତାଙ୍କପତ୍ନୀଙ୍କସହିତତିଳକବର୍ମାଏବଂଜିତେଶଶର୍ମାକୋଚ୍ଗୌତମଗମ୍ଭୀରକିଛିସପୋର୍ଟଷ୍ଟାଫମଧ୍ୟଶ୍ରୀମନ୍ଦିରକୁଯାଇମହାପ୍ରଭୁଙ୍କୁଦର୍ଶନକରିଥିଲେଭାରତରବିଜୟକାମନାକରିଅରୁଣସ୍ତମ୍ଭନିକଟରେଦୀପଦାନବିକରାଯାଇଥିଲା

Advertisment

ପ୍ରଥମଥରପାଇଁବାରବାଟୀରନାଲିମାଟିପିଚ୍ରୁହାଇସ୍କୋରଅପେକ୍ଷାରେକ୍ରିକେଟ୍ପ୍ରେମୀବାରବାଟୀରେଟି-ଟ୍ବେଣ୍ଟିପରାଜୟରଧାରାଭାଙ୍ଗିବାସହିତବୁମରାଙ୍କରେକର୍ଡକୁଚାହିଁବସିଛନ୍ତିସମସ୍ତେ...

Cricket South Africa India T20 barabati cricket match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ