Advertisment

Political Moment in Odisha: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା, ଏକାଠି ହେଲେ ନବୀନ ଓ ଭକ୍ତ

ନାମାଙ୍କନ ସମୟରେ  ଉଭୟ ବିଜେଡି, କଂଗ୍ରେସ ସଦସ୍ୟ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସଙ୍କୁ ଏହି ସମୟରେ ଏକ ସଙ୍ଗରେ ବସିଥିବା ଦେଖିବାକୁ ମିଳିଥିଲା।

Politics

Politics Photograph: (OTV)

Advertisment

ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନ। ଆଜି ନାମାଙ୍କନ ଭରିଛନ୍ତି  ସଂତୃପ୍ତ ମିଶ୍ର। ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ୩ ସେଟ୍ ର ନାମାଙ୍କନ ଦାଖଲ କରିଛନ୍ତି ସଂତୃପ୍ତ ।

Advertisment

ନାମାଙ୍କନ ସମୟରେ  ଉଭୟ ବିଜେଡି, କଂଗ୍ରେସ ସଦସ୍ୟ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସଙ୍କୁ ଏହି ସମୟରେ ଏକ ସଙ୍ଗରେ ବସିଥିବା ଦେଖିବାକୁ ମିଳିଥିଲା।

ମିଳିତ ପ୍ରାର୍ଥୀ ଡା. ହୋତା

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିପରି ବିଜେଡିର କିଛି ବିଧାୟକ ମଧ୍ୟ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଥିଲେ। ସେହିପରି ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି ଡା. ଦତ୍ତେଶ୍ବର ହୋତା। ମିଳିତ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଡା. ହୋତା। ...  

Advertisment

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର
ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର
୩ ସେଟ୍ ର ନାମାଙ୍କନ ଦାଖଲ କଲେ ସଂତୃପ୍ତ ମିଶ୍ର
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଡା. ଦତ୍ତେଶ୍ବର ହୋତା
କମନ୍  କ୍ୟାଣ୍ଡିଡେଟ୍  ଭାବେ ନାମାଙ୍କନ ଭରିଲେ ଡା. ହୋତା

ରାଜ୍ୟସଭା ନିର୍ବାଚନ; ନାମାଙ୍କନ ଭରିବା କକ୍ଷରେ ବିଜେଡି, କଂଗ୍ରେସ ସଦସ୍ୟ
ଏକାଠି ବସିଲେ ବିଜେଡି ସୁପ୍ରିମୋ ନବୀନ ଓ ପିସିସି ସଭାପତି ଭକ୍ତ ଦାସ
କଂଗ୍ରେସ ବିଧାୟକ ଦଳ ନେତା କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ
ବିଜେଡିର ମଧ୍ୟ କିଛି ବିଧାୟକ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ

Advertisment
Naveen Patnaik Rajya Sabha Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ