ANASTHA Photograph: (OTV)
ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡିର କସରତ । ହସ୍ତକ୍ଷେପ କରି ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । କାଲି ଅନାସ୍ଥା ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ। ଯଦି ଦଳୀୟ କାଉନସିଲର ହ୍ବିପ୍ ଅମାନ୍ୟ କରନ୍ତି କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ନିର୍ଦ୍ଦେଶ ସମ୍ପର୍କିତ ନୋଟିସ୍ କାଉନସିଲରଙ୍କୁ ଦେବାକୁ ଜଗନ୍ନାଥ ସାରକାଙ୍କୁ ନିର୍ଦ୍ଦେଶ ରହିଛି । ଏପଟେ ବିଜେଡିର ନିର୍ବାଚିତ ୧୯ କାଉନସିଲର ଅଜ୍ଞାତବାସରେ ଥିବା ସୂଚନା ରହିଛି । ଅଜ୍ଞାତବାସରେ ଥିବା କାଉନସିଲର ଭାସ୍କର ରାଓଙ୍କ ସମର୍ଥିତ ହୋଇଥିବା ସୂଚନା । ନିକଟରେ ବିଜେଡି ଛାଡ଼ି ଦଳ ବିରୋଧରେ ବର୍ଷିଥିଲେ ପୂର୍ବତନ ସାଂସଦ ଭାସ୍କର ରାଓ ।
ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡିର କସରତ
ହସ୍ତକ୍ଷେପ କରି ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ କଡ଼ା ନିର୍ଦ୍ଦେଶ
କାଲି ଅନାସ୍ଥା ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ
ଯଦି ଦଳୀୟ କାଉନସିଲର ହ୍ବିପ୍ ଅମାନ୍ୟ କରନ୍ତି କାର୍ଯ୍ୟାନୁଷ୍ଠାନ ଚେତାବନୀ
ନିର୍ଦ୍ଦେଶ ସମ୍ପର୍କିତ ନୋଟିସ୍ କାଉନସିଲରଙ୍କୁ ଦେବାକୁ ଜଗନ୍ନାଥ ସାରକାଙ୍କୁ ନିର୍ଦ୍ଦେଶ
ସେପଟେ ବିଜେଡିର ନିର୍ବାଚିତ ୧୯ କାଉନସିଲର ଅଜ୍ଞାତବାସରେ ସୂଚନା
ଅଜ୍ଞାତବାସରେ ଥିବା କାଉନସିଲର ଭାସ୍କର ରାଓଙ୍କ ସମର୍ଥିତ ସୂଚନା
ନିକଟରେ ବିଜେଡି ଛାଡ଼ି ବର୍ଷିଥିଲେ ପୂର୍ବତନ ସାଂସଦ ଭାସ୍କର ରାଓ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/08/anastha-2025-10-08-18-06-40.jpg)