Major Defection in Bhadrak Photograph: (OTV)
BJPରେ ବଡ଼ ମିଶ୍ରଣ। ପଦ୍ମ ଧରିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ବଡ ପୁଅ ପ୍ରୟାସକାନ୍ତି ସାମଲ ଓ ସାନ ପୁଅ ତଥା ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ। ପ୍ରଫୁଲ୍ଲଙ୍କ ଭଉଣୀ ବି ବିଜେପିରେ ମିଶିଲେ । ପ୍ରଫୁଲ୍ଲଙ୍କ ଭଉଣୀ ହେଉଛନ୍ତି ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ । ୩୦ ସରପଞ୍ଚ, ୩୫ ସମିତି ସଭ୍ୟ ଓ ଅନେକ ୱାର୍ଡ ମେମ୍ବର ବି ବିଜେପିରେ ମିଶିଲେ। ଏହାକୁ ନେଇ ଭଦ୍ରକଠୁ ଭୁବନେଶ୍ବର ରାଜନୀତି ସରଗରମ ହୋଇଛି।
ପ୍ରଫୁଲ୍ଲଙ୍କ ପୁଅ, ଭଉଣୀ ପଦ୍ମ ଧରିଲେ
ବିଜେପିର ମହାମିଶ୍ରଣ, ବିଜେଡିକୁ ବଡ଼ ଝଟକା
ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ
ପ୍ରୟାସକାନ୍ତି ସାମଲ ଓ ପ୍ରଣୀତକାନ୍ତି ସାମଲ ପଦ୍ମ ଧରିଲେ
ପ୍ରଫୁଲ୍ଲଙ୍କ ଭଉଣୀ ବି ପଦ୍ମ ଦଳରେ ମିଶିଲେ
ସାନ ପୁଅ ପ୍ରଣୀତକାନ୍ତି ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ
ପ୍ରଫୁଲ୍ଲଙ୍କ ଭଉଣୀ ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ
୩୦ ସରପଞ୍ଚ, ୩୫ ସମିତି ସଭ୍ୟ ଓ ଅନେକ ୱାର୍ଡ ମେମ୍ବର ମିଶିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/06/major-defection-in-bhadrak-2025-12-06-18-04-13.jpg)