Advertisment

Sura Routray Blames ‘Two Sons Factor’ : ୨ ପୁଅଙ୍କ ପାଇଁ ମୁଣ୍ଡ ନୁଆଁଇବାରୁ କଂଗ୍ରେସ ଜଟଣୀରେ ହାରିଲା, ମାନିଲେ ସୁର ରାଉତରାୟ

ଏଥର ବି କଂଗ୍ରେସ ହାରିନଥାନ୍ତା। କେବଳ ଦୁଇ ପୁଅ ପାଇଁ ମୋତେ ମୁଣ୍ଡ ନୁଆଇଁବା ପାଇଁ ପଡିଲା। କଂଗ୍ରେସ ଜଟଣୀରେ ହାରିଲା। ଏଥିରେ ମିଛ ନାହିଁ। ଦିତୀୟ ଥର ସେ ଭୁଲ ହେବନି।

Sura Routray

Sura Routray Photograph: (OTV)

Advertisment

ପୁଣି କଥା ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କହିଲେ, ୨୦୨୯ରେ ସେ ଆଉ ନିର୍ବାଚନ ଲଢ଼ିବାର ନାହିଁ। ଥରେ ସନ୍ନ୍ୟାସ ଘୋଷଣା କରିବା ପରେ ପୁଣି ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁନି। କିନ୍ତୁ ସୁରଙ୍କ ସମ୍ମତିରେ ଜଟଣୀରେ କଂଗ୍ରେସ ଟିକେଟ ଫାଇନାଲ ହେବ।

Advertisment

ଏଥର ବି କଂଗ୍ରେସ ହାରିନଥାନ୍ତା। କେବଳ ଦୁଇ ପୁଅ ପାଇଁ ମୋତେ ମୁଣ୍ଡ ନୁଆଇଁବା ପାଇଁ ପଡିଲା। କଂଗ୍ରେସ ଜଟଣୀରେ ହାରିଲା। ଏଥିରେ ମିଛ ନାହିଁ। ଦିତୀୟ ଥର ସେ ଭୁଲ ହେବନି। ଯିଏ ବି ଛିଡ଼ା ହେବ ତାଙ୍କ ସମ୍ମତିରେ ଛିଡ଼ା ହେବ ଏବଂ ଜିତିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।.... 

୨ ପୁଅ ପାଇଁ ମୁଣ୍ଡ ନୁଆଁଇବାକୁ ପଡ଼ିଲା 

୨୦୨୪ ନିର୍ବାଚନରେ ଜଟଣୀରେ କଂଗ୍ରେସ ପରାଜୟ ନେଇ ପ୍ରତିକ୍ରିୟା
କାଲି କହିଥିଲେ ଜଟଣୀରୁ ନିର୍ବାଚନ ଲଢିବେ, ଆଜି କହିଲେ ଲଢିବାର ନାହିଁ
ଥରେ ସନ୍ନ୍ୟାସ ଘୋଷଣା ପରେ ପୁଣି ନିର୍ବାଚନ ଲଢିବା ପ୍ରଶ୍ନ ଉଠୁନି: ସୁର
'କିନ୍ତୁ ମୋ ସମ୍ମତିରେ ଜଟଣୀରେ କଂଗ୍ରେସ ଟିକେଟ୍ ଫାଇନାଲ୍ ହେବ'
'୨ ପୁଅଙ୍କ ପାଇଁ ମୁଣ୍ଡ ନୁଆଁଇବାରୁ କଂଗ୍ରେସ ଜଟଣୀରେ ହାରିଲା'
ଦ୍ୱିତୀୟ ଥର ପାଇଁ ସେ ଭୁଲ୍ ଆଉ ହେବାକୁ ଦେବି ନାହିଁ- ସୁର
'ମୋ ପୁଅ ହେଉ କି ଯିଏ, ମୋ ସମ୍ମତିରେ ଛିଡ଼ା ହେବେ ଏଵଂ ଜିତିବେ'

Advertisment

Jatni Congress Leader Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ