NUAPADA-FIR Photograph: (OTV)
AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଭୋଟରଙ୍କୁ ବିଭ୍ରାଟ କରୁଛି ବିଜେଡି। ଏଭଳି କିଛି ଅଭିଯୋଗ ଆଣି ବିଜେଡ଼ି ବିରୁଦ୍ଧରେ FIR ଦେଲା ବିଜେପି। ନୂଆପଡ଼ା ଉପନିର୍ବାଚନରେ ବିଜେଡି ଅତି ନିମ୍ନସ୍ଥରକୁ ଯାଇ ପ୍ରଚାର କରୁଛି ବୋଲି ଅଭିଯୋଗ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ ର ଦୁରୁପୋଯୋଗ କରି ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିବାକୁ ପ୍ରୟାସ କରୁଥିବା ନେଇ ଅଭିଯୋଗ ଆଣି ସାଇବର ଅଧିକାରୀଙ୍କୁ ଭେଟି FIR ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ସାଇବର ଅପରାଧ ନେଇ ବିଜେଡ଼ି ବିରୁଦ୍ଧରେ CEO ଙ୍କ ପାଖରେ ଫେରାଦ ହୋଇଥିବା ବେଳେ ପୁଣି ଅଭିଯୋଗ କରିଛି ବିଜେପି।
`AI ର ବ୍ୟବହାର କରି ଭୋଟରଙ୍କୁ ବିଭ୍ରାଟ କରୁଛି ବିଜେଡି'
ସାଇବର ଅପରାଧ ନେଇ ବିଜେଡ଼ି ବିରୋଧରେ FIR
ପୂର୍ବରୁ CEOଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି
ସାଇବର ଅଧିକାରୀଙ୍କୁ ଭେଟି FIR ଦେଲା ବିଜେପି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/09/nuapada-fir-2025-11-09-20-01-38.jpg)