Advertisment

BJD-Congress Alliance?: ହେବ କି ବଡ଼ ଡିଲ୍? ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ

ରାଜ୍ୟସଭା ପାଇଁ ଏକ ହେବେ କି ବିଜେଡି-କଂଗ୍ରେସ? ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଚରଣ ଦାସ।

bjd-cong

bjd-cong Photograph: (OTV)

Advertisment

ରାଜ୍ୟସଭା ପାଇଁ ଏକ ହେବେ କି ବିଜେଡି-କଂଗ୍ରେସ? ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଚରଣ ଦାସ। 

Advertisment

ନବୀନଙ୍କୁ ସାକ୍ଷାତ ପାଇଁ ସେ ସମୟ ମାଗିଛନ୍ତି। ଫେବୃଆରୀ ପ୍ରଥମ ସପ୍ତାହରେ ନବୀନଙ୍କୁ ସେ ଭେଟିପାରନ୍ତି। ଆଗାମୀ ରାଜ୍ୟସଭା ପାଇଁ ମିଳିତ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ ଦେଇପାରନ୍ତି। ବିଜେପି ବିରୋଧରେ ଏକାଠି ହେବାକୁ ସେ ନବୀନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ଓଡ଼ିଶାର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ପଠାଇବାକୁ ଏକାଠି ଚିନ୍ତା କରିବୁ, ବିଜେଡି ସମର୍ଥନ ଦେବ ନା ନାହିଁ ଜାଣିନି କିନ୍ତୁ ସମର୍ଥନ ମାଗିବେ ବୋଲି କହିଛନ୍ତି ଭକ୍ତ।

Advertisment

ରାଜ୍ୟସଭା ପାଇଁ ଓଡ଼ିଶାରୁ ୪ଟି ସିଟ୍ ଖାଲି ହେବ। ସେଥିରୁ ଚତୁର୍ଥ ସିଟ୍ କୁ ନେଇ ଏବେ ବି କଳ୍ପନାଜଳ୍ପନା ଜାରି ରହିଛି। ତେଣୁ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ କଣ ହେବ ତା ଉପରେ ସମସ୍ତଙ୍କ ନଜର।

Active Politics Deal Over Rajya Sabha Seats Rajya Sabha Congress BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ