BJD Photograph: (OTV)
ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଆଜି ବିଜେଡିର ବଡ଼ ବୈଠକ। ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା। ଅପରାହ୍ନ ୫ଟାରେ ବସିବ ବଡ଼ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ। ବୈଠକରେ ରାଜ୍ୟସଭା ନିର୍ବାଚନକୁ ନେଇ ହେବ ମାନସମନ୍ଥନ।
ଗତକାଲି ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗରେ ବିଚାର ବିମର୍ଶ ହୋଇଥିଲା। ସେପଟେ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ୬ ସେଟ ଫର୍ମ କିଣିଛନ୍ତି। ଯାହାକୁ ନେଇ ନା ନା ଆକଳନ କରାଯାଉଛି।
୫ଟାରେ ବିଜେଡିର ବଡ଼ ବୈଠକ
ଆଜି ବିଜେଡିର ବଡ଼ ବୈଠକ
ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା
ଅପରାହ୍ନ ୫ଟାରେ ବସିବ ବଡ଼ ବୈଠକ
ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗରେ ହୋଇପାରେ ବଡ଼ ଆଲୋଚନା
ରାଜ୍ୟସଭା ନିର୍ବାଚନକୁ ନେଇ ହେବ ମାନସମନ୍ଥନ
ଗତକାଲି ପିଏସି ବୈଠକରେ ଆଲୋଚନା କରିଥିଲେ ନବୀନ
ଗତକାଲି ୬ ସେଟ୍ ଫର୍ମ କିଣିଥିଲେ ସାଂସଦ ସସ୍ମିତ ପାତ୍ର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/bjd-2026-02-27-13-24-30.jpg)