Advertisment

Arvind Signals Possible Expansion: ଆଗକୁ ରାଜ୍ୟସଭା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ୬ ବି ହୋଇପାରେ: ଅରବିନ୍ଦ

ଗଡ଼ବଡ଼ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ନିର୍ବାଚନକୁ ନେଇ ବଡ଼ ଇସାରା ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର । ଓଟିଭିକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଲଢେଇ ଆହୁରି ରୋଚକ ହେବ ।

RAJYA SABHA POLLS

RAJYA SABHA POLLS Photograph: (OTV)

Advertisment

ଗଡ଼ବଡ଼ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ନିର୍ବାଚନକୁ ନେଇ ବଡ଼ ଇସାରା ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର । ଓଟିଭିକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଲଢେଇ ଆହୁରି ରୋଚକ ହେବ । ଏହି ଲଢ଼େଇ ଡା. ଦତ୍ତେଶ୍ବର ହୋତା Vs ଦିଲ୍ଲୀପ ରାୟଙ୍କର ନୁହେଁ ।

Advertisment

୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଥିବାବେଳେ ଏବେ ମଇଦାନରେ ୫ ପ୍ରାର୍ଥୀ । ଆଗକୁ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ୬ ବି ହୋଇପାରେ । ଆଗାମୀ ଦିନରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅରବିନ୍ଦ । ଅରବିନ୍ଦଙ୍କ ବଡ଼ ଇସାରା କେଉଁ ଦିଗ ଆଡ଼କୁ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।

ଅରବିନ୍ଦଙ୍କ ଇସାରା ବିଜେଡିର ସଂତୃପ୍ତ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ ଆଡ଼କୁ ଇଙ୍ଗିତ କି ? ସଂତୃପ୍ତ ମିଶ୍ରଙ୍କ ବିରୋଧରେ କେହି ପ୍ରାର୍ଥୀ ଛିଡ଼ା ହେବେ କି ?  

Advertisment

ଗଡ଼ବଡ଼ ହେବ ରାଜ୍ୟସଭା ନିର୍ବାଚନ
ବଡ଼ ଇସାରା ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର
ଆଗକୁ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ୬ ବି ହୋଇପାରେ: ଅରବିନ୍ଦ
ଅରବିନ୍ଦଙ୍କ ବଡ଼ ଇସାରା କେଉଁ ଦିଗ ଆଡ଼କୁ ?
ବିଜେଡିର ସଂତୃପ୍ତ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ ଆଡ଼କୁ ଇଙ୍ଗିତ କି ?
ସଂତୃପ୍ତ ମିଶ୍ରଙ୍କ ବିରୋଧରେ କେହି ପ୍ରାର୍ଥୀ ଛିଡ଼ା ହେବେ କି ?  

Rajya Sabha Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ