arabinda Photograph: (OTV)
ବିଜେଡିକୁ ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ। ଲେନିନଙ୍କ ଅଭିଯୋଗର କଡ଼ା ଜବାବ ଦେଇ ମିଡ୍ ଡେ’ ଅପରେସନ୍ କ’ଣ ବୋଲି ପଚାରିଲେ ଅରବିନ୍ଦ। ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି।
ଅରବିନ୍ଦ କହିଛନ୍ତି, ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ। କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ। ସଂଗଠିତ କରିବା ଅଭିଯୋଗ ନେଇ ଅରବିନ୍ଦ କହିଛନ୍ତି, ମୁଁ ମାତ୍ର ଦେଢ଼ ବର୍ଷର ବିଧାୟକ।
ଅଭିଯୋଗ ଦଳ ଲଗାଇଛି, ଏନେଇ ଦଳ ପ୍ରମାଣିତ କରିବା ଦରକାର। ବିଧାନସଭା ଲବିରେ ମଧ୍ୟ ସନାତନ ମହାକୁଡ଼ଙ୍କ ସହ ମୋର ସାକ୍ଷାତ ହୋଇନି ବୋଲି କହିଛନ୍ତି ଅରବିନ୍ଦ। ଅନ୍ୟ ଦଳକୁ ଯିବା ସମ୍ପର୍କରେ ସେ କହିଛନ୍ତି, ଅଲଗା ଦଳ କଥା ଭାବିନି, ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ରହିବି। ପାଟକୁରା ବିଧାୟକ ପଦରୁ କେହି ହଟାଇ ପାରିବେନି।
ବିଜେଡିକୁ ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ
ଲେନିନଙ୍କ ଅଭିଯୋଗ ଉପରେ କଡ଼ା ଜବାବ
ମିଡ୍ ଡେ’ ଅପରେସନ୍ କ’ଣ, ପଚାରିଲେ
‘କିଏ ବସିଥିଲା, କିଏ କିଏ ଥିଲା ?’
ସନାତନଙ୍କ ସହ କେବଳ ବିଧାନସଭାରେ ଦେଖା ହେଇଛି
ଖୁବ୍ କମ ସମୟ ସନାତନଙ୍କ ସହ ଦେଖାହେଇଛି
‘ଭୁଲ ଭୁଲେୟା ଭଳି କଥା ନବୁଲାନ୍ତୁ’
ଷଡ଼ଯନ୍ତ୍ରର ତଥ୍ୟ ପ୍ରମାଣ ଦିଅନ୍ତୁ: ଅରବିନ୍ଦ
ପୂର୍ବରୁ ଦୁର୍ନୀତି କ’ଣ ହେଉଥିଲା, ଆଉ ଏବେ କ’ଣ?
‘ଅନ୍ୟ ବିଧାୟକଙ୍କ ଭଳି ଭୋଜି ବି କରିନି’
‘ଫଟୋ, ଭିଡିଓ ପ୍ରମାଣ କ’ଣ ଅଛି ଦେଖାନ୍ତୁ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/arabinda-2026-01-17-15-24-31.jpg)