Advertisment

ଥିଲା ଥିଲା ହଠାତ୍‌ ବର୍ଷିଲା : ରାସ୍ତାରେ ଗଦା ହେଲା ଅଧ କିଲିଆ କୁଆପଥର

ଯାଜପୁର ଜିଲ୍ଲାରେ ପଶ୍ଚିମା ଝଡର ପ୍ରଭାବ। ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ସାଙ୍ଗକୁ ବର୍ଷା ଦେଖିବାକୁ ମିଳିଛି। କୁଆପଥରର ମାତ୍ରା ଏତେ ହୋଇଛି ଯେ ରାସ୍ତା ଘାଟରେ କୁଆପଥର ସମ୍ପୂର୍ଣ୍ଣ ଘୋଡେଇ ହୋଇ ରହିଛି । ଜିଲ୍ଲାର ବିଂଝାରପୁର, ଦଶରଥପୁର , ବରୀ ଓ ବଡ଼ଚଣା ବ୍ଳକର ବାଲିଚନ୍ଦ୍ରପୁରରେ ଅଧିକ କୁଆ ପଥର ବର୍ଷା ହୋଇଛି ।

ଥିଲା ଥିଲା ହଠାତ୍‌ ବର୍ଷିଲା : ରାସ୍ତାରେ ଗଦା ହେଲା ଅଧ କିଲିଆ କୁଆପଥର

ଯାଜପୁରରେ ପଡ଼ିଲା ଅଧକିଲିଆ କୁଆପଥର

Advertisment
Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ