କେଉଁଠି ବନ୍ୟା ତ କେଉଁଠି ମରୁଡ଼ି ପରିସ୍ଥିତି। ଇଏ ହେଉଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଦୃଶ୍ୟ। ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି। କେଉଁଠି କେଉଁଠି ରୁଆ ବେଉଷଣ ଆରମ୍ଭ ହୋଇପାରୁନି। ଏହା ହେଉଛି ବରଗଡ଼ ସଦର ବ୍ଲକର ଏକ ଧାନଜମିର ଦୃଶ୍ୟ...
Published By: Sarbeswar
Last updated: 03 August 2022, 07:12 PM IST
ଶ୍ରାବଣରେ ଜମି ଫାଟି ଆଁ
ବିଲରେ ପାଣି ନାହିଁ,ଚାଷ ହେବ କେମିତି?
ପାଣି ବିନା ମରିଗଲାଣି ଧାନ ଗଛ
ଚିନ୍ତାରେ ଚାଷୀ, ଏସନ ବି ଧୋକା ଦେଲା ବର୍ଷା