ରାଜନୀତି Photo Gallery ଦୀର୍ଘ ଅପେକ୍ଷାର ଅନ୍ତ: ଲୋକାର୍ପିତ ହେଲା ବିଜୁଙ୍କ ‘ଡାକୋଟା’ ଅନେକ ଦିନର ପ୍ରତୀକ୍ଷା ଶେଷ ହୋଇଛି। ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ବାରମ୍ବାର ଦାବି ପରେ ଗତ ମାସ ୧୮ ତାରିଖରେ କୋଲକାତାରୁ ଭାଗ ଭାଗ ହୋଇ ଓଡ଼ିଶା ଆସିଥିଲା ଡାକୋଟା ବିମାନ। ଏହି ବିମାନଟିକୁ ଏବେ ନୂଆ ରୂପ ଦିଆଯାଇଛି। 05 Mar 2023 17:30 ISTPramod Behera Follow UsNaveen patnaik unveils biju DakotaAdvertisment 1/3ବିଜୁ ‘ଡାକୋଟା’କୁ ଲୋକାର୍ପିତ କଲେ ନବୀନ ପଟ୍ଟନାୟକ 2/3ବିଜୁ ‘ଡାକୋଟା’ ଲୋକାର୍ପିତ ବେଳର ଦୃଶ୍ୟ 3/3ନୂଆ ରୂପରେ ବିଜୁଙ୍କ ‘ଡାକୋଟା’ Read More