ଓଟିଭି ବିଶେଷ Photo Gallery ଅସହ୍ୟ ତାତି; ରାସ୍ତାକଡ଼ ହେଉ ବା ଗଛମୂଳ ପଥିକଙ୍କ ପାଇଁ ସ୍ୱର୍ଗ ଭଳି ଲାଗୁଛି କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ପଥିକଙ୍କ ପାଇଁ ଗଛ ଛାଇ ବି ସ୍ୱର୍ଗ ଭଳି ଲାଗୁଛି । 18 Jun 2023 11:24 ISTManoranjan Behera Follow UsHeat WaveAdvertisment 1/4ପଥିକଙ୍କ ପାଇଁ ଗଛ ଛାଇ ବି ସ୍ୱର୍ଗ ଭଳି ଲାଗୁଛି 2/4ଅସହ୍ୟ ତାତି; ରାସ୍ତାକଡ଼ ଅଟୋ ବି ଭରସା 3/4ଲୋଡ଼ା ନାହିଁ ତୁଳିତଳ୍ପ; ଟ୍ରଲି ହିଁ ମୋର ଜୀବନ ଜୀବିକା 4/4ହେଉ ପଛେ ଗଛ ତଳ, ଥକା ତ ମେଣ୍ଟାଇବାକୁ ହେବ Read More