ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
Published By: Otv Khabar Bureau
Last updated: 15 January 2022, 05:44 PM IST
ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ
ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱାଣେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିବେକ ରାମ ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର.ହରିକୁମାର
‘ଆର୍ମି ଡେ ପ୍ୟାରେଡ୍’ରେ ଯୋଗ ଦେଲେ ଅନେକ ବିଶିଷ୍ଟ ବ୍ୟକ୍ତି
ରଙ୍ଗାରଙ୍ଗ ପରେଡ୍ ସହ ଆକର୍ଷଣୀୟ ରଣକୌଶଳ ପ୍ରଦର୍ଶନ କରିଲେ ସେନାର ବୀର ଯବାନ
ପରେଡ୍ରେ ଦେଖିବାକୁ ମିଳିଲା ଅନେକ ଯୁଦ୍ଧଭିତ୍ତିକ ଟ୍ୟାଙ୍କ୍