Tricks to keep warm clothes after using
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740229749.jpg)
1/5
ଗରମ ପୋଷାକ ରଖିବା ବେଳେ, ପୋଷାକ ସମ୍ପୂର୍ଣ୍ଣ ଶୁଖିଲା କି ନାହିଁ ତାହା ଦେଖିବାକୁ ଭୁଲନ୍ତୁ ନାହିଁ। ଗରମ ପୋଷାକକୁ ଖୋଲା ନ ରଖି, ଏକ ମସ୍ଲିନ୍ କପଡ଼ାରେ ଗୁଡ଼ାଇ ରଖନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740229782.jpg)
2/5
ଗରମ ପୋଷାକ ରଖିବାବେଳେ, କିଛି ଲବଙ୍ଗକୁ ଏକ ପୁଡିଆ କରି ପୋଷାକ ସହିତ ରଖନ୍ତୁ। ଏହା ପୋଷାକରୁ ଆସୁଥିବା ଦୁର୍ଗନ୍ଧକୁ ଦୂର କରିବ ଏବଂ ପୋଷାକ ବର୍ଷ ବର୍ଷ ଧରି ସେମିତି ରହିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740229806.jpg)
3/5
ନିମ ଔଷଧୀୟ ଗୁଣରେ ଭରପୂର, ଯାହା ଅନେକ ପ୍ରକାରର ଜୀବାଣୁ ସହିତ ଲଢିପାରେ। ଯଦି ନିମ ପତ୍ରକୁ ଶୁଖାଇ ଏହିସବୁ ପୋଷାକ ସହିତ ରଖାଯାଏ, ତେବେ ପୋଷାକରେ କୌଣସି ଫଙ୍ଗସ୍ ରହିବ ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740229848.jpg)
4/5
ଯଦି ଆପଣଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ପୋଷାକ ରଖିବାକୁ ପଡିବ, ତେବେ ପୋଷାକ ରଖିବା ସ୍ଥାନଟି ସମ୍ପୂର୍ଣ୍ଣ ଶୁଖିଲା ହେବା ଜରୁରୀ। ଯଦି ଓଦାଳିଆ ରୁହେ, ତେବେ ପୋଷାକରେ ଫଙ୍ଗସ୍ ଏବଂ ଖରାପ ଗନ୍ଧର ସମସ୍ୟା ଦେଖାଦେବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740229876.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us