trendy cotton jumpsuits for women in summer
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742132655.jpg)
1/5
ଚଳିତ ବର୍ଷ ଫ୍ୟାଶନ ଟ୍ରେଣ୍ଡରେ କଟନ ଜମ୍ପସୁଟ୍କୁ ବହୁତ ପସନ୍ଦ କରାଯାଉଛି। ଏହା ଏପରି ଏକ ପୋଷାକ ଯାହା କାଜୁଆଲ୍ ଠାରୁ ପାର୍ଟି ପୋଷାକ ପର୍ଯ୍ୟନ୍ତ ପ୍ରତ୍ୟେକ ଉତ୍ସବରେ ବହୁତ ଭଲ ଦେଖାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742132682.jpg)
2/5
ଏହି ଫ୍ଲାୱାର୍ କଟନ୍ ଜମ୍ପସୁଟ୍ ଗ୍ରୀଷ୍ମ ଋତୁ ପାଇଁ ଖୁବ ଆରାମଦାୟ। ଏହା ହାଲୁକା ହୋଇଥିବା ବେଳେ କପଡା ଦେଇ ଦେହରେ ପବନ ବାଜିପାରେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742132712.jpg)
3/5
ଏହି ସ୍ଲିଭ୍ଲେସ୍ ୱାଇଡ୍ ଲେଗ୍ ଜମ୍ପସୁଟ୍ ଗ୍ରୀଷ୍ମ ଋତୁରେ ଏକ ଷ୍ଟାଇଲିସ୍ ଆଉ ଆରାମଦାୟକ ଲୁକ୍ ଦେଇଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742132738.jpg)
4/5
ଏହି ବ୍ଲୁ ପ୍ରିଣ୍ଟେଡ୍ ଜମ୍ପସୁଟ୍ ଷ୍ଟାଇଲ୍ ଏବଂ ଆରାମର ଏକ ଉପଯୁକ୍ତ ମିଶ୍ରଣ। ଭି-ନେକ୍, କ୍ୟାପ୍ ସ୍ଲିଭ୍ ଏବଂ ୱେଷ୍ଟ୍ ବେଲ୍ଟ ଏକ ଭିନ୍ନ ଷ୍ଟାଇଲ୍ ଦେଇଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742132768.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us