How to take care of naval
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739891408.jpg)
1/5
କିଛି ଲୋକ ନାଭିରୁ ସୂତା ବାହାରୁଥିବା କଥା କୁହନ୍ତି, କିନ୍ତୁ ଏମିତି କିଛି ହୁଏ ନାହିଁ। ବାସ୍ତବରେ, ପୋଷାକ ପିନ୍ଧିବା କିମ୍ବା ଚାଦର ଘୋଡିହେବା କାରଣରୁ ଏହାର ତନ୍ତୁଗୁଡ଼ିକ ନାଭିରେ ଲାଗି ଯାଇଥାଏ। ନାଭିରେ ଲୋମ ଥିବା ହେତୁ ଏହା ହୁଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739891439.jpg)
2/5
କିଛି ଲୋକଙ୍କ ନାଭିରୁ ଦୁର୍ଗନ୍ଧ ଆସେ। ମଇଳା, ଝାଳ ଏବଂ ମୃତ ଚର୍ମ ଯୋଗୁଁ ଏହା ହୁଏ। ଏହି ମଇଳା ଜମା ହୋଇ ସଂକ୍ରମଣ ମଧ୍ୟ ହୋଇପାରେ। ତେଣୁ ନାଭିକୁ ସଫା କରିବା ଉଚିତ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739891462.jpg)
3/5
ଗାଧୋଇବା ସମୟରେ ନାଭିକୁ ସାବୁନରେ ସଫା କରିବା ଉଚିତ ନୁହେଁ। ସବୁବେଳେ ହାତରେ ପାଣି ମାରି ସଫା କରନ୍ତୁ। ଏହା ବ୍ୟତୀତ, ଏକ ଓଦା କପଡାରେ ମଧ୍ୟ ନାଭି ପୋଛି ପାରିବେ। ସାବୁନ୍ ମାରିବା ଦ୍ୱାରା ନାଭି କୁଣ୍ଡେଇ ହେବା, ଦାଗ ହେବା କିମ୍ବା ଜ୍ୱଳନ ହୋଇପାରେ। ଏହା ସହିତ ଇନ୍ଫେକ୍ସନ ମଧ୍ୟ ହୁଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739891488.jpg)
4/5
ଯଦି ନାଭିରେ ସୋରିଷ ତେଲ ଲଗାଯାଏ, ତେବେ ଏହା ସଂକ୍ରମଣକୁ ଦୂରେଇ ରଖେ। ସୋରିଷ ତେଲ ଲଗାଇଲେ ନାଭିରୁ ମଇଳା ମଧ୍ୟ ବାହାରିଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739891533.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us