ପୁରୀ ସମୁଦ୍ର କୂଳରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଦେଖାଇଛନ୍ତି ଦେଶପ୍ରୀତିର ଝଲକ୍ ।
Published By: Prasan Subudhi
Last updated: 26 January 2023, 04:13 PM IST
ସାରା ଦେଶ ଆଜି କହୁଛି I LOVE MY INDIA. ଆଉ ତା’ ସାଙ୍ଗରେ ତାଳ ଦେଇ ଶିଳ୍ପୀ ବି ତାଙ୍କ କଳାରେ ଦେଖାଇଛନ୍ତି ଦେଶପ୍ରୀତିର ଝଲକ୍।
ଏକାଧିକ ଷ୍ଟିଲ୍ ଗିନା ଓ ମାଟି ଦୀପରେ ନିର୍ମିତ ଏହି ବାଲୁକା କଳା ସତରେ ଆକର୍ଷଣୀୟ।
ଅନନ୍ତ ଆକାଶ...ଉତ୍ତାଳ ତରଙ୍ଗ। ଆଉ ଏସବୁ ଭିତରେ ଦେଶପ୍ରୀତିର ଝଲକ୍...I LOVE MY INDIA
ସାଧାରଣତନ୍ତ୍ର ଦିବସ ପାଇଁ ନିର୍ମିତ ଏହି ବାଲୁକା କଳାରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ