Rath Yatra Preparations In Puri
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653568863.jpeg)
1/10
ଅସହ୍ୟ ତାତିକୁ ଖାତିର୍ ନ କରି ରଥ ତିଆରି କରିବାରେ ଲାଗିଛନ୍ତି ସେବକ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653568686.jpeg)
2/10
ଶ୍ରୀଜିଉଙ୍କ ରଥ ଚକା ପ୍ରସ୍ତୁତିରେ ଲାଗିପଡିଛନ୍ତି ମହାରଣା ସେବକ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653568775.jpeg)
3/10
ଖରାତରାରେ ବି ପଛାଇନାହାଁନ୍ତି ସେବକ,ଲାଗିପଡିଛନ୍ତି ରଥ ନିର୍ମାଣ କାମରେ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653569136.jpeg)
4/10
ଅତି ନିଖୁଣ ଭାବେ ସୁନ୍ଦର କାରୁକାର୍ଯ୍ୟ କରୁଛନ୍ତି ମହାରଣା ସେବକ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653569361.jpeg)
5/10
ବାରିସିରେ ହାଣି ନିପୁଣ ବିଶ୍ୱକର୍ମାମାନେ ରଥ ନିର୍ମାଣରେ ଲାଗିପଡିଛନ୍ତି....
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653569508.jpeg)
6/10
ମହାପ୍ରଭୁଙ୍କ ରଥ ଚକ ନିର୍ମାଣରେ ବ୍ୟସ୍ତ ମହାରଣା ସେବକ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653569624.jpeg)
7/10
ଶ୍ରୀଜିଉଙ୍କ ଗୋଟିଏ ଚକ ନିର୍ମାଣ ପାଇଁ ଲାଗିପଡିଛନ୍ତି ଏକାଧିକ ମହାରଣା ସେବକ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653569769.jpeg)
8/10
ବିଶ୍ୱକର୍ମାଙ୍କ ଦ୍ୱାରା ଅତି ନିଖୁଣ ଭାବରେ ତିଆରି ହୋଇଛି ରଥର ପାର୍ଶ୍ୱ କାରୁକାର୍ଯ୍ୟ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653570039.jpeg)
9/10
ନିଖୁଣ କାରୁକାର୍ଯ୍ୟରେ ରଥକୁ କିପରି ସୁନ୍ଦର କରିବେ ସେନେଇ ବ୍ୟସ୍ତ କାରିଗର...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653570135.jpeg)
10/10
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us