Vaani kapoor looks gorgeous in saree fans fell in love
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723367884.jpg)
1/4
ଥରେ ନଜର ପକାନ୍ତୁ ୩୫ ବର୍ଷିୟ ବାଣୀ କପୁରଙ୍କ ଏହି ଫଟୋ ଉପରେ। ତାଙ୍କର ଏହି ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବାନ୍ଧି ରଖିବା ପାଇଁ କାଫି। ଥରେ ନଜର ପଡିଲେ ଆଉ ଫେରିବନି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723367918.jpg)
2/4
ବାଣୀ କପୁର ହଳଦିଆ ରଙ୍ଗର ଫୁଲ ପକା ଶାଢି ସହିତ କଳା ରଙ୍ଗର ବ୍ଲାଉଜରେ ଖୁନ୍ଦର ଲାଗୁଛନ୍ତି। ବାଣୀ ପଛ ପଟେ ତାଙ୍କ ଉଟିକୁ ଖୋସା କରି ବାନ୍ଧିଦେଇଛନ୍ତି ଆଉ କାନରେ ଥିଲା କାନଫୁଲ ଖୁବ୍ ମାନୁଛି। ତାଙ୍କର ଏହି ସାଇଡ୍ ଲୁକ୍ ଛାତିକୁ ତୀର ମାରିଲା ଭଳି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723367948.jpg)
3/4
ବାଣୀ କପୁରଙ୍କ ଏହି ଫୁଲ୍ ଫ୍ରେମ୍ ଫଟୋ ଦେଖିଲେ ଲାଗୁଛି ସେ ତାଙ୍କ ପ୍ରସଶଂକଙ୍କୁ ପାଗଳ କରିବା ମୁଡ୍ରେ ଅଛନ୍ତି। ଏହି ଫଟରେ ସେ ପଛ କରି ଠିଆ ହୋଇଥିବା ବେଳେ ତାଙ୍କ ଟ୍ୱିଷ୍ଟିଙ୍ଗ ଲୁକ୍ ଖୁବ୍ ଚମତ୍କାର।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723367974.jpg)
4/4
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us