Urfi javed bold and sizzling looks which shocked social media users
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727785652.jpg)
1/6
ଯଦିଓ, ଉର୍ଫି ଜାଭେଦଙ୍କୁ ତାଙ୍କର ଅସାଧାରଣ ଫ୍ୟାଶନ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍ର ସାମ୍ନା କରିବାକୁ ପଡେ, କିନ୍ତୁ ସେ ଆଦୌ ହାର ମାନନ୍ତି ନାହିଁ ଏବଂ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଏବଂ ଅନନ୍ୟ ଢଙ୍ଗରେ ଦେଖାଯାଆନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727785691.jpg)
2/6
ତାଙ୍କର ଏହି ଫଟୋକୁ ଦେଖୁନାହାନ୍ତି। ଆଜିର ସାମାଜିକ ଟାର୍ଗେଟ୍କୁ ନଜର ରଖି ଏମିତି ପୋଜ୍ ଦେବାକୁ କ’ଣ କେହି ସାହସ କରିବେ। ଏହା କେବଳ ଉର୍ଫିଙ୍କ ପାଇଁ ସମ୍ଭବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727785723.jpg)
3/6
ଏହି ଫଟୋଗୁଡିକ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ଉର୍ଫିଙ୍କ ସେଥିପ୍ରତି ନଜର ନାହିଁ। ତାଙ୍କର ଉଦ୍ଦେଶ୍ୟ କେବଳ ତାଙ୍କ ପ୍ରଶଂସକଙ୍କୁ ମନୋରଂଜନ କରିବା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727785749.jpg)
4/6
ନିକଟରେ ଉର୍ଫି ତାଙ୍କ ଇନ୍ଷ୍ଟାଗ୍ରାମ୍ରେ କେତେକ ଭିନ୍ନ ଭିନ୍ନ ଷ୍ଟାଇଲ୍ରେ ଫଟୋ ପୋଷ୍ଟ୍ କରିଛନ୍ତୋ। ସବୁ ଫଟୋରେ ତାଙ୍କୁ ବୋଲ୍ଡ ଅବତାରରେ ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727785774.jpg)
5/6
ଏହି ଫଟୋରେ ଉର୍ଫି ତାଙ୍କ ଚେହେରାକୁ ପୂରା ଚିତ୍ରିତ କରିଦେଇଚନ୍ତି। ଚୁଟିକୁ ଫିଲ୍ମ କଲର୍ କରିଥିବା ବେଳେ ସେ ସୋଫାରେ ବସି ଯେଉଁ ପୋଜ୍ ଦେଇଛନ୍ତି ତାହା ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଦେବା ଭଳି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727785802.jpg)
6/6