Triptii Dimri shared beautiful pictures in a black deep neck
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742560423.jpg)
1/7
ତୃପ୍ତି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କର ଲାଟେଷ୍ଟ୍ ଫଟୋସୁଟରୁ ଅନେକ ସୁନ୍ଦର ସୁନ୍ଦର ଫଟୋ ଶେୟାର କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742560448.jpg)
2/7
ଏହି ଫଟୋଗୁଡ଼ିକରେ ତାଙ୍କୁ ଏକ କଳା ରଙ୍ଗର ଡିପ୍ନେକ୍ ନେଟ୍ ଗାଉନରେ ଦେଖିବାକୁ ମିଳେ, ଯେଉଁଥିରେ ସେ ଖୁବ ବୋଲ୍ଡ ଲାଗୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742560487.jpg)
3/7
ଏହି ଫଟୋଗୁଡ଼ିକରେ, ତୃପ୍ତି କେତେବେଳେ ତଳେ ବସି ପୋଜ୍ ଦେଉଛନ୍ତି ତ ଆଉ କେତେବେଳେ କାର୍ରେ ଦେଉଛନ୍ତି ଷ୍ଟାଇଲିସ୍ ପୋଜ୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742560568.jpg)
4/7
କିଛି ଫଟୋରେ ତାଙ୍କ କାନ୍ଧରେ ଥିବା ଥିବା ଟାଟୁ ନଜର ଆସେ। ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏହି ଫଟୋଗୁଡ଼ିକୁ ଏତେ ପସନ୍ଦ କରିଛନ୍ତି ଯେ ଅପଲୋଡ୍ ହେବା ମାତ୍ରେ ଏଗୁଡିକ ଭାଇରାଲ୍ ହେବାରେ ଲାଗିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742560590.jpg)
5/7
ଏହି ଅଭିନେତ୍ରୀ ଫିଲ୍ମ ‘ପୋଷ୍ଟର ବୟଜ୍’ ମାଧ୍ୟମରେ ଅଭିନୟରେ ପ୍ରବେଶ କରିଥିଲେ। ତା’ପରେ ସେ 'ଲୈଲା ମଜନୁ'ରେ ହିରୋଇନ୍ ଭାବରେ ଅଭିନୟ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742560616.jpg)
6/7
ତେବେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍' ରୁ ଅଭିନେତ୍ରୀ ବଡ ପରଦାରେ ତାଙ୍କର ପ୍ରକୃତ ସ୍ୱୀକୃତି ପାଇଥିଲେ। ଏଥିରେ ସେ ଅଭିନେତାଙ୍କ ସହ ଅନେକ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742560638.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us