sunny leone new bold and hot look goes viral on social media
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724835109.jpg)
1/5
ଥରେ ନଜର ପକାନ୍ତୁ ତାଙ୍କର ଏହି ଫଟୋ ଉପରେ। ଗ୍ରୀନ୍ କଲର ଛିଟ ଡ୍ରେସ୍ରେ କେତେ ଆକର୍ଷଣୀୟ ଲାଗୁଛନ୍ତି ଏହି ବୋଲ୍ଡ କ୍ୱିନ୍। ନିକଟରେ ସେ ତାଙ୍କର ଏହି ଫଟୋକୁ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724835147.jpg)
2/5
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ସନ୍ନୀ ଲିଓନ୍ ଏହି ଫୁଲ୍ ଫ୍ରେମ୍ ଫଟୋରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କ ଉପରୁ ନଜର ଉଠେଇ ପାରୁ ନାହାନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724835193.jpg)
3/5
ସନ୍ନୀ ଲିଓନ୍ଙ୍କ ଏହି ଲୁକ୍ ହାର୍ଟ୍ ବ୍ରେକିଂ କରିବା ଭଳି। ତାଙ୍କର ଏହି ଫଟୋରେ ଲୋକେ ପ୍ରେମ ଭରା କମେଣ୍ଟ୍ ଦେବାକୁ ବାଧ୍ୟ ହେଉଛନ୍ତି। ଜଣେ ପ୍ରଶ୍ନ ପଚାରି ଲେଖିଛନ୍ତି କିଏ କିଏ ସନ୍ନୀ ଲିଓନଙ୍କ ଏହି ଫଟୋ ଦେଖି ପ୍ରେମରେ ପଡିଲେଣି?
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724835260.jpg)
4/5
ପର୍ପଲ୍ କଲର ସ୍କର୍ଟ ଆଉ ପେଟି କୋଟ୍ ସାଙ୍ଗକୁ ଚିକ୍ଚିକ୍ ବ୍ରା’ରେ ସନ୍ନୀ ଲିଓନଙ୍କ ବୋଲ୍ଡନେସ୍କୁ ସ୍ପଷ୍ଟ୍ କରୁଛି ଏହି ଫଟୋ। ନିକରେ ସୋସିଆଲ ମିଡିଆ X ରେ ବୋଲ୍ଡକ୍ୱିନ୍ ଏହି ଫଟୋ ଛାଡି ଲେଖିଛନ୍ତି , “ତୁମର ହୃଦୟକୁ ଖାଇଯିବି। ଆପଣ ଫାଇନାଲ୍ ପାଇଁ ଉତ୍ସାହିତ କି?”
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724835290.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us