Suhana khan share photos in glamourous saree
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725356630.jpg)
1/4
ସୁହାନା ଖାନ୍ ତାଙ୍କ ଫ୍ୟାଶନ୍ ସେନ୍ସ ଏବଂ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏହି ଫଟୋରେ ଷ୍ଟାର୍କିଡ୍ ଶାଢିରେ ତାଙ୍କର ଗ୍ଲାମରସ୍ ଚେହେରା ଦେଖେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725356658.jpg)
2/4
ଇନ୍ଷ୍ଟାଗ୍ରାମ୍ରେ ଶେୟାର ହୋଇଥିବା ଏହି ଫଟୋରେ ସୁହାନା ନୀଳ ରଙ୍ଗର ଶାଢି ସାଙ୍ଗକୁ ମ୍ୟାଚିଂ ବ୍ଲାଉଜ୍ ପିନ୍ଧିଛନ୍ତି। କାନରେ ଥିବା ରିଙ୍ଗ୍ ମଧ୍ୟ ଖୁବ୍ ଆକର୍ଷଣୀୟ। ଫଟୋରେ ତାଙ୍କ ଚୁଟି ଖେଳେଇ ହୋଇ ପଡିଥିବା ବେଳେ ମଥାରେ ଛୋଟ ବିନ୍ଦି ଦେଖିଲା ଭଳି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725356681.jpg)
3/4
ସୁହାନା ଖାନ୍ଙ୍କ ଏହି ଫଟୋରେ ଥରେ ନଜର ପଡିଲେ ଫେରିବା ମୁସ୍କିଲ୍। ଫଟୋରେ ତାଙ୍କର କଣିକିଆ ଚାହାଣୀ ଖୁବ ଆକର୍ଷଣୀୟ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725356708.jpg)
4/4
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us