Advertisment

Sidhu Moosewala: କ୍ୟୁଟ୍‌ନେସ୍‌ରେ ଲୋକଙ୍କ ହୃଦୟ ଜିତୁଛନ୍ତି ଗାୟକ ସିଦ୍ଧୁ ମୁସେୱାଲାଙ୍କ କୁନି ଭାଇ

ଦିବଂଗତ ଗାୟକ ସିଦ୍ଧୁ ମୁସେୱାଲା ତାଙ୍କ ଗୀତ ମାଧ୍ୟମରେ ପଞ୍ଜାବୀ ସିନେମାରେ ଅନେକ ନାଁ କମାଇଥିଲେ। ଯଦିଓ ସେ ଆଜି ଏ ଦୁନିଆରେ ନାହାନ୍ତି, ତଥାପି ସେ ତାଙ୍କ ଗୀତ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ସର୍ବଦା ଜୀବନ୍ତ ରହିବେ। ଏବେ ସିଦ୍ଧୁଙ୍କ ପରେ ତାଙ୍କ ସାନଭାଇ ଶୁଭଦୀପ ସିଂହ ନିଜର କ୍ୟୁଟ୍‌ନେସ୍‌ରେ ଲୋକଙ୍କ ହୃଦୟ ଜିତୁଛନ୍ତି।

Sidhu moosewala younger brother shubhdeep singh sidhu

Sidhu moosewala younger brother shubhdeep singh sidhu

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ