Shraddha kapoor reveals big secret said her first cross
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724415629.jpg)
1/5
୨୦୧୦ ମସିହାରେ ଶ୍ରଦ୍ଧା କପୁର ଫିଲ୍ମ 'ତୀନ୍ ପତି' ରୁ ଆରମ୍ଭ କରିଥିଲେ। କିନ୍ତୁ ଦୀର୍ଘ ଦିନ ଧରି ତାଙ୍କ ଫିଲ୍ମ ଫ୍ଲପ୍ ହେଉଥିଲା। ସଂଘର୍ଷର ତାଙ୍କ ସମୟ ୨୦୧୩ ରେ ଶେଷ ହୋଇଥିଲା ଯେତେବେଳେ ସେ ‘ଆଶିକୀ ୨’ ପାଇଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724415653.jpg)
2/5
ଏହି ଗୋଟିଏ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର୍ କରିଦେଲା। ଆଜି ସେ ନିର୍ମାତାଙ୍କ ପ୍ରଥମ ପସନ୍ଦ ହୋଇ ଯାଇଛନ୍ତି। ସମସ୍ତେ ତାଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି। ତାଙ୍କର ଫ୍ୟାନ୍-ଫଲୋର୍ସ ମଧ୍ୟ ବହୁତ ଜବରଦସ୍ତ। ଅଭିନେତ୍ରୀ ନିଜେ ପ୍ରକାଶ କରିଥିଲେ ଯେ ଥରେ ବରୁଣ ଧାୱନ ତାଙ୍କ ପ୍ରସ୍ତାବକୁ ରିଜେକ୍ଟ୍ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724415681.jpg)
3/5
ନିକଟରେ ଅଭିନେତ୍ରୀ କହିଥିଲେ ଯେ ଥରେ ସେ ତାଙ୍କ ବାପାଙ୍କ ସହ ସୁଟିଂ କରିବାକୁ ଯାଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ହୋଇଥିଲା ଏବଂ ବରୁଣ ଧାୱନ ତାଙ୍କର ପ୍ରଥମ କ୍ରଶ୍ ଥିଲେ। ସେ ଅଭିନେତାଙ୍କ ଉପରେ ସେ ଏକ ଛୋଟ କ୍ରଶ୍ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724415708.jpg)
4/5
ଶ୍ରଦ୍ଧା କହିଥିଲେ ଯେ ଉଭୟ ବରୁଣ ଏବଂ ତାଙ୍କ ବାପାଙ୍କ ସହ ସୁଟିଂ ପାଇଁ ପର୍ବତ ଶିଖରକୁ ଯାଇଥିଲେ। ଏହି ସମୟରେ ଶ୍ରଦ୍ଧା ବରୁଣଙ୍କୁ କହିଥିଲେ ଯେ ସେ କିଛି ଓଲଟା ପଚାରିବେ, ଯାହାର ଉତ୍ତର ତାଙ୍କୁ ଠିକରେ ଦେବାକୁ ପଡିବ। ଶ୍ରଦ୍ଧା ତାଙ୍କୁ ପଚାରିଥିଲେ “ୟୁ ଲଭ୍ ଆଇ”। କିନ୍ତୁ ଏହି ପ୍ରସ୍ତାବର ଉତ୍ତରରେ ବରୁଣ ନା କହିଥିଲେ ଆଉ କହିଥିଲେ ଝିଅଙ୍କୁ ସେ ପଦନ୍ଦ କରନ୍ତି ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724415739.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us