Advertisment

Shraddha Das: ଗ୍ଲାମରସ୍ ଷ୍ଟାଇଲରେ ପ୍ରଶଂସକଙ୍କ ହୋସ୍ ଉଡେଇଲେ ଶ୍ରଦ୍ଧା ଦାସ

ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା ଦାସ ସବୁବେଳେ ନିଜ ବୋଲ୍ଡ ଓ ହଟ୍ ଲୁକ୍‌ରେ ନିଜ ପ୍ରଶଂସକଙ୍କୁ ପାଗଳ କରି ରଖିବାରେ ବେଶ୍ ମାହିର। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍‌କୁ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ତାଙ୍କ ଦମଦାର ଲୁକ୍ ଦେଖିବାକୁ ପ୍ରଶଂସକ ପାଗଳ ।

Shraddha Das shared latest pics in stunning red outfit

Shraddha Das shared latest pics in stunning red outfit

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ